Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ନୂତନ ଦାୟିତ୍ୱ ଗ୍ରହଣ

ଯାଜପୁର/ପାଣିକୋଇଲି;୧୪/୦୫( ବସନ୍ତ କୁମାର ପାତ୍ର ଙ୍କ ଠାରୁ): ପାଣିକୋଇଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ଶରତ ପ୍ରଧାନ, ରାଜ୍ୟ ବିଶ୍ୱହିନ୍ଦୁ ପରିଷଦର ଉପ ସଭାପତି ପ୍ରଶାନ୍ତ ପଣ୍ଡା, ରାଜ୍ୟ ସାହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ରାଜ୍ୟ (ପଶ୍ଚିମ ପ୍ରାନ୍ତ )ବଜରଙ୍ଗ ଦଳ ଗୋରକ୍ଷା ପ୍ରମୁଖ ଅଶୋକ ବାରିକ, ରାଜ୍ୟ ଭାରତୀୟ ମଜଦୁର ସଙ୍ଘ ପ୍ରମୁଖ ଲକ୍ଷ୍ମଣ ଦାସ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର ସମେତ ଉପସ୍ଥିତ ରହି ଯାଜପୁର ଜିଲ୍ଲା ନୂତନ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ। ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ସମୀର ନାୟକ, ଜିଲ୍ଲା ସମ୍ପାଦକ ରାଜକିଶ୍ୱର ମଲ୍ଲିକ, ଜିଲ୍ଲା ଉପସଭାପତି ମୃତୁଞ୍ଜୟ ମିଶ୍ର ଓ ଟିକିଲତା ବେହେରା, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସହ ସମ୍ପାଦକ ହିମାଂଶୁ ଶେଖର ବଳ ଓ ଚିତ୍ତରଞ୍ଜନ ବିନ୍ଧାଣି,ଜିଲ୍ଲା କୋଷାଧ୍ୟକ୍ଷ ଯଶୋବନ୍ତ ଦାସ, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହସଂଯୋଜକ ସାରଦା ପ୍ରସନ୍ନ ବଳ ଓ ଶରତ ସାହୁ, ଜିଲ୍ଲା ସମର ସର୍ତ୍ତା ପ୍ରମୁଖ ଚିତ୍ତରଞ୍ଜନ ପରିଡା,ଜିଲ୍ଲା ମାତୃଶକ୍ତି ପ୍ରମୁଖ ଗୀତାଞ୍ଜଳି ମିଶ୍ର, ଜିଲ୍ଲା ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି, ଜିଲ୍ଲା ସେବା ପ୍ରମୁଖ ବିବେକା ନନ୍ଦ ଜେନା, ଜିଲ୍ଲା ସତସଙ୍ଗ ପ୍ରମୁଖ ବାବା ଜଗନ୍ନାଥ ଦାସ, ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀକାନ୍ତ ମହାପାତ୍ର, ଜିଲ୍ଲା ଲିଗାଲ ସେଲ ଭକ୍ତବତ୍ସାଳ ସାହୁ, ବିଶ୍ୱହିନ୍ଦୁ ପରିଷଦ ବିଭାଗ ସଭାପତି ଅକ୍ଷୟ ବଳ ଙ୍କ ଦାଇତ୍ୱ ଘୋଷଣା କରାଯାଇଥିଲା। ଏହି ସଭାରେ ବିଭିନ୍ନ ପ୍ରଖଣ୍ଡର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ଏଥିସହ ଆଗାମୀ ଦିନରେ ଥିବା ନୂତନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close