କୋରେଇ ତଳଗଡ଼ ପଂଚାୟତରେ ବିଜେଡି ପ୍ରାର୍ଥୀନି ସନ୍ଧ୍ୟାରାଣୀ ଦାସଙ୍କ ମାରାଥାନ ପ୍ରଚାର

କୋରେଇ,୧୮ା୦୫(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ କୋରେଇ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ସାଲିସବିହୀନ ଜନନେତା, ପୂର୍ବତନ ଜନତା ଦଳ ରାଜ୍ୟ ସଭାପତି ଏବଂ ବିରୋଧିଦଳ ନେତା, କୋରେଇ ବିଧାୟକ ୰ ଅଶୋକ ଦାସଙ୍କ ସହଧର୍ମିଣୀ ଏବଂ ରାଜ୍ୟ ରାଜନୀତିର ପ୍ରଭାବଶୀଳ ନେତା ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ (ସଞ୍ଜୁ ଦେବୀ) ଆଜି କୋରେଇ ବ୍ଲକ ତଳଗଡ଼ ପଂଚାୟତର ବିଭିନ୍ନ ଗ୍ରାମ ଗ୍ରାମ ଯଥା-ଝୁମ୍ପାଣ, ତଳଗଡ଼, ଉପୁଳେଇ, ଗୋପିନାଥପୁର, ନଗୁଆଁ, ହରିଚନନ୍ଦପୁର, ବନ୍ଦି, ମଂଗରାଜପୁର, ନୂଆଗଡ଼ ଆଦି ଗ୍ରାମକୁ ଯାଇ ଭୋଟରମାନଙ୍କୁ ଭେଟିବା ସହ ଶୋଭାଯାତ୍ରାରେ ପଂଚାୟତ ପରିକ୍ରମା କରିଥିଲେ । ତାଙ୍କ ସରପଂଚ ସନ୍ତୋଷ କୁମାର ସ୍ୱାଇଁ (ଟୁକୁନା), ଫେରୋକ୍ରୋମ କାରଖାନା ବିଜୁ ପଟ୍ଟନାୟକ ଠିକା ଶ୍ରମିକ ସଂଗଠନର ପୂର୍ବତନ ସାଧାରଣ ସଂପାଦକ ବିଦ୍ୟାଧର ନାୟକ, ସଂଘର ପୂର୍ବତନ ଉପଦେଷ୍ଠା ତଥା ଶ୍ରମିକ ନେତା ଓ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ, ବିପ୍ଳବ ଦତ, ସନ୍ତୋଷ କୁମାର ଖୁଂଟିଆ, ରାଜୁ ପରିଡ଼ା, ଗୋବର୍ଦ୍ଧନ ନାୟ. ଜଗନ୍ନାଥ ନାୟକ, ବିକ୍ରମ ଜେନା, ଅଂଜନ ନାୟକ, ପ୍ରସନ୍ନ ରାଉତ, ମହେନ୍ଦ୍ର ରାଉତ, ପୁପି ରାଉତ ପ୍ରମୁଖଙ୍କ ସହ ବହୁ ଯୁବକ ଓ ବିଜେଡ଼ି କର୍ମୀ ଏଥିରେ ସାମିଲ ହୋଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close