କୋରେଇ ନିର୍ବାଚନ ମଣ୍ଡଳୀ ଅମୃତିଆ ପଞ୍ଚାୟତ ବିଜେଡି ତରଫରୁ ବିଧାୟିକା ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ‌ଙ୍କୁ ବିପୁଳ ସମ୍ବର୍ଦ୍ଧନା 

କୋରେଇ, ୧୮ା୦୫(ଉ. ନ୍ୟୁଜ୍ ବ୍ୟୁରୋ): କୋରେଇ ନିର୍ବାଚନ ମଣ୍ଡଳୀ ଅମୃତିଆ ପଞ୍ଚାୟତ ବିଜୁ ଜନତା ଦଳ ତରଫରୁ କୋରେଇ ବିଧାୟିକା ପ୍ରାର୍ଥିନୀ ମା ସନ୍ଧ୍ୟାରାଣୀ ଦାସ‌ଙ୍କୁ ବିପୁଳ ସମ୍ବର୍ଦ୍ଧନା କରାଯିବା ସହିତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ଏହୀ କାର୍ଯ୍ୟକ୍ରମରେ ଯୋଡ଼ି ଶଙ୍ଖରେ ବହୁ ସଂଖ୍ୟାରେ ଭୋଟ ଦେଈ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ମା ସନ୍ଧ୍ୟାରାଣୀ ଦାସ‌ ନିବେଦନ କରିଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close