ଶଙ୍ଖ କ୍ଷେତ୍ର କରୁଆରେ ନୂତନ ଜଗନ୍ନାଥ ମନ୍ଦିରର ନୂତନ ଦାରୁ ଛେଦନ ପ୍ରକ୍ରିୟା ଓ ବ୍ରହ୍ମ ରୂପୀ ମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତୁତି

ବସ୍ତା;୦୧/୦୩:(ମୃତ୍ୟଞ୍ଜୟ ବାରିକଙ୍କ ଠାରୁ) ଶଙ୍ଖ କ୍ଷେତ୍ର କରୁଆରେ ନୂତନ ଜଗନ୍ନାଥ ମନ୍ଦିରର ନୂତନ ଦାରୁ ଛେଦନରେ ବ୍ରହ୍ମ ରୂପୀ ମୂର୍ତ୍ତି ନିମନ୍ତେ ପ୍ରସ୍ତୁତି। ତାପୂଣ୍ଡିଆ ଗ୍ରାମରୁ ଦାରୁବ୍ରହ୍ମ ଅଣାଯାଇ କରୁଆ ଗ୍ରାମକୁ କଳସ ଶୋଭାଯାତ୍ରା କରାଯାଇଥିଲା। ଯଜ୍ଞ, ଦାରୁଛେଦ, ପ୍ରସାଦ ସେବନର ବ୍ୟବସ୍ଥା ତାପରେ ଦାରୁଆଗମନ ହୋଇଥିଲା।  ଗ୍ରାମର ଲୋକେ ଏବଂ ସେବାୟତଙ୍କ ସହଯୋଗରେ ଏସବୁ କାଯ୍ୟ ସମ୍ଭବ ହେଇପାରିଛି। ସମଗ୍ର ଅଞ୍ଚଳରେ  ଧାର୍ମିକ ଚେତନାର ବାତାବରଣ ଖେଳିଯାଇଥିଲା। ଛୋଟରୁ ଆରମ୍ଭ କରି ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ଜାଗୃତ ହୋଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close