ଜାମୁଝାଡିର ସମାଜସେବୀ ପି କେ ଗ୍ରହାଚାର୍ଯ୍ୟଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ଜାମୁଝାଡି, ୩୧/୦୫ (ଉ. ନ୍ୟୁଜ୍ ବ୍ୟୁରୋ): ଭଦ୍ରଖ ଓ ବାଲେଶ୍ୱର ଅଂଚଳର ଜଣେ ଜଣାଶୁଣା ତଥା ବରିଷ୍ଠ ସମାଜସେବୀ ପ୍ରଦୀପ କୁମାର ଗ୍ରହାଚାର୍ଯ୍ୟଙ୍କ ୧ମ ଶ୍ରାଦ୍ଧବାର୍ଷିକ ଆଜି ବୁଧବାର ଜାମୁଝାଡି ଠାରେ ଅନୁଷ୍ଠିତ ହୋଇଯାଇଛି । ଭଜନ କୀର୍ତନ ସାଙ୍ଗକୁ ବହୁ ବ୍ୟକ୍ତି ତାଙ୍କ ଘରକୁ ଆସି ପୁରୁଣା ସ୍ମୃତି ମନେପକାଇବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସମାଜସେବୀ ତଥା ଯୁବ ବ୍ୟବସାୟୀ ଉମେଶ କୁମାର ଭୂୟାଁ ପ୍ରମୁଖ ତାଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close