Dushmanta Kumar Rout
-
ଆଞ୍ଚଳିକ
ବିଶ୍ୱ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ନବଉତ୍କଳ ମହିଳା ସମିତି ପକ୍ଷରୁ ଗଣବିବାହ
ବ୍ୟାସନଗର,୦୯/୦୩(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ସାରା ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ ଯାଜପୁର ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ…
Read More » -
ଆଞ୍ଚଳିକ
ଯାଜପୁର ପୈାରପାଳିକା ପକ୍ଷରୁ ବିଶ୍ୱ ମହିଳା ଦିବସ ସପ୍ତାହ ପାଳିତ
ଯାଜପୁର,୦୮/୦୩(ଉ. ନ୍ୟୁଜ୍ ବ୍ୟୁରୋ): ବିଶ୍ୱ ମହିଳା ଦିବସ ସପ୍ତାହ ପାଳନ ଅବସରରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ସ୍ୱାବଲମ୍ୱି ଓ ଆତ୍ମନିର୍ଭରଶୀଳ କରିବା ପାଇଁ ଯାଜପୁର ପୈାରପାଳିକା…
Read More » -
ଆଞ୍ଚଳିକ
ସେବା ମନୋଭାବ ନେଇ କାର୍ଯ୍ୟ କଲେ ଅଂଶୁଘାତର ମୁକାବିଲା ସହଜ ଓ ସରଳ ହେବ
ଯାଜପୁର,୦୭/୦୩(ଉ. ନ୍ୟୁଜ୍ ବ୍ୟୁରୋ): ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ଏକ ସାମୁହିôକ ଦାୟିତ୍ୱ । ଏହାକୁ ସେବା ମନୋଭାବ ନେଇ କାର୍ଯ୍ୟ କରିବା ଉଚିତ ।…
Read More » -
ଆଞ୍ଚଳିକ
ସଂଘ ପରିବାରକୁ ବିରୋଧ କରୁଥିବା ନେତା ଏବେ ବିଜେପି ମୁହାଁ
ବ୍ୟାସନଗର,(ବସନ୍ତ କୁମାର ପାତ୍ରଙ୍କ ଠାରୁ): ବିଗତ ଦିନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପରିବାରକୁ ବିରୋଧ କରିବା ସହ ସ୍ୱୟଂ ସେବକ ମାନଙ୍କ ଉପରେ ଆଘାତ ଦେବା,…
Read More » -
ଆଞ୍ଚଳିକ
୫-ଟି ଆଧାରରେ ସହରାଂଚଳ ରୂପାନ୍ତରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉତ୍ସର୍ଗ
ଯାଜପୁର,୦୧/୦୩(ଉ. ନ୍ୟୁଜ୍ ବ୍ୟୁରୋ): ସହର ହେଉଚ୍ଥି ଦର୍ପଣ ସଦୃଶ । ସମୃଦ୍ଧ ସହର ରାଜ୍ୟ ଓ ରାଷ୍ଟ୍ରର ସମୃଦ୍ଧିର ସୂଚନା ଦେଇଥାଏ । ୫-ଟି ଆଧାରରେ ସହରାଂଚଳ…
Read More » -
ଆଞ୍ଚଳିକ
ବି.ଜେ.ପି.ର ଏମ୍.ପି ଆଶାରେ ଏବେ ଟିକି ବେହେରା
ବ୍ୟାସନଗର,୦୧ା୦୩(ବସନ୍ତ କୁମାର ପାତ୍ରଙ୍କ ଠାରୁ ): ଗତକାଲି (ଗୁରୁବାର) ଏଗାର ଘଟିକା ସମୟରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲଙ୍କ କୋପଣ୍ଡ ବାସ ଭାବନରେ ସକାଳ ୧୦ ଘଟିକାରେ…
Read More » -
ତାଜା ଖବର
ବରିଷ୍ଠ କଳାକାର ଜାକିର ଭାଇଙ୍କ ବିୟୋଗରେ କ୍ୟାଲେଣ୍ଡର ଶୋଭାଯାତ୍ରା
ଯାଜପୁର,୨୮/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ୍ ପକ୍ଷରୁ ଯାଜପୁରର ସୁନାମଧନ୍ୟ କଳାକାର ଉଦ୍ଘୋଷକ ସ୍ୱର୍ଗତ ଜାକିର…
Read More » -
ତାଜା ଖବର
ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଭାସୀ ମାଧ୍ୟମରେ କ୍ରିଡା ଭିତିଭୂମି ସମୂହ ଉଦ୍ଘାଟନ ଓ ଶିଳାନ୍ୟାସ
ଯାଜପୁର,୨୮/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡିଶା ରାଜ୍ୟ ଏକ କ୍ରୀଡା ହବ୍ ରାଜ୍ୟରେ ପରିଣତ ହେବାପାଇଁ ରାଜ୍ୟ ସରକାର ଅହରହ ଊଦ୍ୟମ ଜାରି ରଖିଚ୍ଥନ୍ତି । ରାଜ୍ୟରେ ୨…
Read More » -
ଆଞ୍ଚଳିକ
ଯାଜପୁର ଜିଲ୍ଳ୍ାର ମୁଖ୍ୟ ଚିକିତ୍ସାଳୟ ସମେତ ୪ ଗୋଟି ସିଏଚ୍ସି ଆମ ହସ୍ପିଟାଲ ରୂପାନ୍ତରଣ
ଯାଜପୁର, ତା ୨୭ା୦୨(ଉ. ନ୍ୟୁଜ ବ୍ୟୁରୋ): ସବୁ ଜୀବନ ମୂଲ୍ୟବାନ । ଆମ ହସ୍ପିଟାଲ ରୂପାନ୍ତରଣ ଲୋକଙ୍କ ସେବାକୁ ଆରାମ ଓ ଆତ୍ମ ସନ୍ତୋଷ ଦେବା ସହ…
Read More » -
ଆଞ୍ଚଳିକ
ବ୍ୟାସ ସରୋବର ମେଳାରେ ଶିଶୁ ସାହିତ୍ୟ ଆଲୋଚନା ଚକ୍ର
ବ୍ୟାସନଗର,୨୭/୦୨(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସ ସରୋବର ମେଳାର ୭ମ ସନ୍ଧ୍ୟାରେ ‘ବଉଳ ଫୁଲ’ ଶିଶୁ ସାହିତ୍ୟ ସଂସଦ ତରଫରୁ ଏକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ…
Read More »