ଅନଲାଇନ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ରେଜିଷ୍ଟ୍ରସନ ଆରମ୍ଭ


ବ୍ୟାସନଗର ; ୧୩/୦୧ (ନି.ପ୍ର) : ସ୍ଥାନୀୟ ବ୍ୟାସନଗର ଅଞ୍ଚଳରେ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ତରଫରୁ ଇଣ୍ଟର ସ୍କୁଲ ଜୁନିୟର ଅନଲାଇନ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ରେଜିଷ୍ଟ୍ରସନ ଆରମ୍ଭ ହୋଇଯାଇଛି। ଯାହାର ଶେଷ ତାରିଖ ୧୬ଜାନୁଆରୀ ରଖାଯାଇଛି। ଏହି ପ୍ରତିଯୋଗିତାରେ ଗ୍ରୁପ -୧ ରେ ବୟସ ସୀମା ୩ରୁ ୫ ଥିବାବେଳେ ଗ୍ରୁପ -୨ ରେ ବୟସ ସୀମା ୬ରୁ୮ବର୍ଷ ରଖାଯାଇଛି। ଉଭୟ ନୃତ୍ୟ ଓ ଚିତ୍ରାଙ୍କନ ପାଇଁ ରେଜିଷ୍ଟ୍ରସନର ଶେଷ ତାରିଖ ପରେ ପ୍ରତିଯୋଗିତାର ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ସମସ୍ତ ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ କରାଯିବାକୁ ସ୍ଥିର କରାଯାଇଛି। ସମସ୍ତ ପ୍ରତିଯୋଗୀ ନୃତ୍ୟ ପାଇଁ ୯୮୬୧୩୬୩୩୮୬,୮୨୮୦୧୪୯୪୫୩ ଏବଂ ଚିତ୍ରାଙ୍କନ ପାଇଁ ୭୩୮୧୫୭୨୪୨୩, ୯୮୬୧୩୧୨୯୨୨ ନମ୍ବର ରେ କଲକରି ନିଜର ରେଜିଷ୍ଟ୍ରସନ କରିପାରିବେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close