କେଉଁଝର ଜିଲ୍ଲାରେ ଏକ ରେଳ ଚକ କାରଖାନା ବସାଇବାକୁ ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ର ଦାବୀ

ଭୂବନେଶ୍ୱର, ୦୨/୪(ଉ. ନ୍ୟୁଜ୍ ବ୍ୟୁରୋ): ‘ଇଣ୍ଡିଆନ ସିଟିଜେନ୍ସ ପାର୍ଟି’ ତରଫରୁ ‘ଉଦୟବଟ’କୁ ଦିଆଯାଇଥିବା ପ୍ରେସ ବିଜ୍ଞପ୍ତିରେ ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ କହିଛନ୍ତି ଯେ, ଖଣି ସମୃଦ୍ଧ କେଉଁଝର ଜିଲ୍ଲାରେ ଏକ ରେଳ ଚକ ତିଆରି କାରଖାନା ସ୍ଥାପିତ ହେବା ଉଚିତ । ଏହା ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶରେ ସହାୟକ ହେବା ସହ କିଛି ପରିମାଣରେ ବେକାର ଯୁବକ/ଯୁବତୀମାନଙ୍କୁ କର୍ମନିୟୋଜନ ଯୋଗାଇବାରେ ସକ୍ଷମ ହେବ । ଏଥିସହ ରାଜ୍ୟରେ ରେଳବାଇର ବିକାଶ କିଛିମାତ୍ରାରେ ହୋଇପାରିବ ବୋଲି ଶ୍ରୀଯୁକ୍ତ ରାଉତ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close