‘ଲାୟନ୍ସ କ୍ଲବ’ ତରଫରୁ ‘ଉତ୍କଳ ଦିବସ’ ପାଳିତ

ବ୍ୟାସନଗର, ୦୪/୦୪: ସ୍ଥାନୀୟ ‘ଲାୟନ୍ସ କ୍ଲବ’ ତରଫରୁ ସନ୍ତରା ସ୍ଥିତ ‘ସଂସ୍କୃତି ଭବନ’ ଠାରେ ପବିତ୍ର ଉତ୍କଳ ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସକାଳେ ଏକ ସାଇକେଲ ଶୋଭାଯାତ୍ରା ଚୋରଦା ନିକଟସ୍ଥ ‘ଉତ୍କଳ ସେଂଟର ପଏଂଟ’ ନିକଟରୁ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ କ୍ଲବର ପ୍ରଲ୍‌ୁବ୍ଧ ଜେନା, ପ୍ରିୟଦର୍ଶୀ ମହାରଣା, ମନୋଜ କୁମାର ରାଉତ, ପ୍ରଦ୍ୟୁମ୍ନ ନାୟକ, ରାଜୀବ ଲୋଚନ ରାଉତ, ପ୍ରମୋଦ କୁମାର ଖୁଂଟିଆ, ମାନସ କୁମାର ମହାନ୍ତି, ଶମ୍ଭୁକଲ୍ୟାଣ ଦାସ, ଡ଼ା. ଗୈାତମ ସାହୁ, ପ୍ରିତମ ମହାପାତ୍ର, ସଂଜୟ କୁମାର ନାୟକ, ସ୍ମିତା ଜେନ, ଈତିଶ୍ରୀ ମହାରଣା, ସନ୍ଧ୍ୟାରାଣୀ ରାଉତ, ଲିପିକା ଘଡ଼ାଇ, ଆକର୍ଷିତା ସାମଲ, ପବନ ଓଶ୍ୱାଲ, ଟିକାୟତ ପାଲ ପ୍ରମୁଖ ଯୋଗ ଦେଇ ସଂଚାଳନ କରିଥିଲେ । ଓଡ଼ିଶାର ଐତିହ, ପରମ୍ପରା, ଭାଇଚାରା ଆଦି ଉପରେ ଏଠାରେ ଆଲୋଚନା କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close