ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ଦ୍ୱାରା “ଆମ ଶିକ୍ଷାଦାତା” କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ): ଗୁରୁ ଦିବସ ଅବସରରେ ଗୁଗୁଲ୍ ମିଟ୍ ରେ ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ଦ୍ୱାରା “ଆମ ଶିକ୍ଷାଦାତା” ନାମକ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜିତ ହୋଇଥିଲା । ପ୍ରତିଷ୍ଠିତ ସମାଜସେବୀ ନିବେଦିତା ସତପଥି ଏବଂ ବିଶିଷ୍ଟ ଶିକ୍ଷାବିତ୍ ସିଦ୍ଧାନ୍ତ ସେଖର ବିଶୋଇ ଏବଂ ସଞ୍ଜୟ ଦଳଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ “ଶିକ୍ଷା: ବର୍ତ୍ତମାନ ଏବଂ ଆସନ୍ତାକାଲି” ପ୍ରସଙ୍ଗରେ ସେମାନଙ୍କର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଆଦ୍ୟାଶା ସାହୁ ସଂଗୀତ ପରିବେଷଣ କରିଥିଲେ । ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ର ମୁଖ୍ୟ ପ୍ରଭାସିନୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସୁଭୋଜିତ ପଣ୍ଡା ଉପସ୍ଥାପନା କରିଥିଲେ । ସୁଚନାଯୋଗ୍ୟ, ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ଗତ ଦୁଇ ବର୍ଷ ଧରି ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମୋଡ୍ ରେ ଆୟୋଜନ କରିଆସୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close