ଅଚିହ୍ନା ମୃତଦେହ ଉଦ୍ଧାର ,ପୋଲିସ ତଦନ୍ତ ଜାରି

ଭଦ୍ରକ;୧୫/୦୩ (ଶିିିଵ ଶଙ୍କର ପଣ୍ଡାଙ୍କ ଠାରୁ) : ଭଦ୍ରକ କଚେରୀ ବଜ଼ାର  ପୌରପାଳିକା ପଛପଟରେ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ ପୋଲିସ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ନେଇଛି |ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close