ଭଦ୍ରକ ଜିଲ୍ଲାର ସୁନାମଧନ୍ୟ ଡାକ୍ତର ଅନିଲ ବେହେରାଙ୍କ ଦେହାନ୍ତ

ଭଦ୍ରକ;୨୦/୦୨:(ମୁକ୍ତିକାନ୍ତ ସାହୁଙ୍କ ଠାରୁ) ସୁପ୍ରତିଷ୍ଠିତ ଡ଼କ୍ଟର ଅନିଲ ବେହେରାଙ୍କ ଆଜି ସକାଳୁ ପରଲୋକ ଘଟିଛି। ତାଙ୍କର ଶୋକ ଖବର ପାଇ ଭଦ୍ରକ ସହର ତଥା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ଓ ଡାକ୍ତର ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିଲ୍ଲାର ଗୌରବ ତଥା ଓଡ଼ିଶାର ସୁନାମଧନ୍ୟ ମେଡ଼ିସିନ ସ୍ପେଶାଲିଷ୍ଟ କହିଲେ ଭଦ୍ରକରେ ଅନୀଲ ବେହେରାଙ୍କୁ ହି ବୁଝାଏ। ତାଙ୍କର ପରଲୋକରେ ଚାରିଆଡେ ଶୋକର ବାତାବରଣ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close