ରାଜ୍ୟ
-
ରାଜିବ ମହାପାତ୍ର ପ୍ରଦେଶ କଂଗ୍ରେସର ନୂତନ ସଂପାଦକ
ଯାଜପୁର, ୨୩/୦୩(ଉ. ନ୍ୟୁଜ୍ ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଆଇନଜୀବୀ ରାଜିବ ମହାପାତ୍ର ନୂତନ ଭାବରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଂପାଦକ…
Read More » -
ଯାଜପୁରରୋଡ଼ ଓ.ଏଫ.ଡି.ସି ଡ଼ିଭିଜନ ପକ୍ଷରୁ ଚୈାଦ୍ୱାରରେ ସି.ଏସ.ଆର କାର୍ଯ୍ୟକ୍ରମ
ଚୈାଦ୍ୱାର, ୨୪/୦୩(ଉ.ନ୍ୟୁଜ୍ ବ୍ୟୁରୋ): “ଓଡ଼ିଶା ବନ ଉନ୍ନୟନ ନିଗମ”, ଓ.ଏଫ୍.ଡି.ସି ଯାଜପୁରରୋଡ଼ ଡିଭିଜନ ଅଧିନରେ ୫ଟି ଜିଲ୍ଲା ଯଥା-ଯାଜପୁର, ଭଦ୍ରଖ, କେନ୍ଦ୍ରପଡ଼ା, କଟକ ଓ ଜଗତ୍ସିଂହପୁର ଜିଲ୍ଲା…
Read More » -
ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ୧୦ ଗ୍ୟାରେଟିଂକୁ ସମର୍ଥନ କରିବାକୁ ସହଯୋଗ ଲୋଡିଲେ ନେତା
ଯାଜପୁର୨୩/୦୩(ଉ. ନ୍ୟୁଜ୍ ବ୍ୟୁରୋ): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୧୦ଟି ଗ୍ୟାରେଟିଂ ଘୋଷଣା ହୋଇଛି। ୨୪ ବର୍ଷର ବିଜେଡି ଓ ୯ ବର୍ଷର…
Read More » -
କ୍ରୋମନଗର ଉଚ୍ଚ ବିଦ୍ୟାପୀଠରେ ଯାଜପୁର ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ବନ ଦିବସ ପାଳିତ
ବ୍ୟାସନଗର, ୨୧/(ବସନ୍ତ କୁମାର ପାତ୍ରଙ୍କ ଠାରୁ): ମାର୍ଚ୍ଚ ୨୧ ତାରିଖ ‘ଆର୍ନ୍ତଜାତିକ ବନ ଦିବସ’ ଅବସରରେ କଟକ ବନଖଣ୍ଡ ଅଧିକାରୀ ପି. ଅର୍ଥନାରୀଙ୍କ ପରାମର୍ଶକ୍ରମେ ଯାଜପୁରରୋଡ ବନାଂଚଳ…
Read More » -
ଯାଜପୁର ଜିଲ୍ଳ୍ାର ମୁଖ୍ୟ ଚିକିତ୍ସାଳୟ ସମେତ ୪ ଗୋଟି ସିଏଚ୍ସି ଆମ ହସ୍ପିଟାଲ ରୂପାନ୍ତରଣ
ଯାଜପୁର, ତା ୨୭ା୦୨(ଉ. ନ୍ୟୁଜ ବ୍ୟୁରୋ): ସବୁ ଜୀବନ ମୂଲ୍ୟବାନ । ଆମ ହସ୍ପିଟାଲ ରୂପାନ୍ତରଣ ଲୋକଙ୍କ ସେବାକୁ ଆରାମ ଓ ଆତ୍ମ ସନ୍ତୋଷ ଦେବା ସହ…
Read More » -
ଆସନ୍ତାକାଲି ଆରମ୍ଭ ହେବ ପୁରାଣ ପ୍ରସିଦ୍ଧ “ବ୍ୟାସ ସରୋବର ମହୋତ୍ସବ”, ସକାଳେ ‘ବ୍ୟାସ ମାରାଥନ୍’; ବ୍ୟାସନଗର ପୈାର ପରିଷଦ ତତ୍ପର
ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ଆସନ୍ତାକାଲି ତା. ୨୦/୦୨/୨୦୨୪ ରିଖ ମଂଗଳବାର ପବିତ୍ର ଭୈମୀ ଏକାଦଶୀ ତିଥିରେ ଆରମ୍ଭ ହେଉଛି ୧୧ ଦିନ ବ୍ୟାପି “ବ୍ୟାସସରୋବର ମହୋତ୍ସବ-୨୦୨୪” ।…
Read More » -
‘ଉଦୟବଟ’ କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ୩୭ତମ ବାର୍ଷିକ ପୂଜା ଅନୁଷ୍ଠିତ
ବ୍ୟାସନଗର, ୧୫ା୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଯାଜପୁରରୋଡ଼ (ବ୍ୟାସନଗର) ସହରରୁ ପ୍ରକାଶିତ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍’ କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜା ପ୍ରତିବର୍ଷ ପରି…
Read More » -
ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଜିଲ୍ଳ୍ା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଅନ୍ଲାଇନ୍ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ
ଯାଜପୁର,୦୪/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାରେ ଗତକାଲି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ନୋଡାଲ ବିଭାଗ ପ୍ରୋତ୍ସାହନ, ଜିଲ୍ଳ୍ା ପ୍ରଶାସନ ଏବଂ ଜିଲ୍ଳ୍ା ସୂଚନା…
Read More » -
ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଉପଲକ୍ଷେ ରାଜ୍ୟ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”କୁ ଭବ୍ୟ ସମ୍ୱର୍ଦ୍ଧନା
ଯାଜପୁର,୦୩/୦୨(ଉ. ନ୍ୟୁଜ୍ ବ୍ୟୁରୋ): ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଆଜି ଠାରୁ ଆସନ୍ତା ପେଂବୃୟାରୀ ୫…
Read More » -
୨୦୨୪ ପେଂବୃୟାରୀ ମାସର ମିଳିତ ଅଭିଯୋଗର ଶୁଣାଣୀ କାର୍ଯ୍ୟସୂଚୀ
ଯାଜପୁର,୦୩/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ମାଜିଷ୍ଟ୍ରେଟ ଡା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ…
Read More »