୨୦୨୪ ପେଂବୃୟାରୀ ମାସର ମିଳିତ ଅଭିଯୋଗର ଶୁଣାଣୀ କାର୍ଯ୍ୟସୂଚୀ
ଯାଜପୁର,୦୩/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ମାଜିଷ୍ଟ୍ରେଟ ଡା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ ଜିଲ୍ଳ୍ା ସଦର ମହକୁମା ସମେତ ବିଭିନ୍ନ ବ୍ଳକରେ ଅନୁଷ୍ଠିତ ହେବାପାଇଁ କାର୍ଯ୍ୟକ୍ରମ ସ୍ଥିିରିକୃତ ହୋଇଅଚ୍ଥି । ସ୍ଥିରିକୃତ କାର୍ଯ୍ୟସୂଚୀ ଅନୁଯାୟୀ ପେଂବୃୟାରୀ ମାସ ୦୫ ତାରିଖ ସୋମବାର ଜିଲ୍ଳ୍ା ପରିଷଦ ସମ୍ମିଳନୀ ଗୃହ ଠାରେ, ୧୨ ତାରିଖ ସୋମବାର କେ.ଏନ୍.ଡି.ଏ. ସମ୍ମିଳନୀ କକ୍ଷ, କଳିଙ୍ଗନଗର ଠାରେ, ୧୯ ତାରିଖ ସୋମବାର ସୁକିନ୍ଦା ବ୍ଳ୍କ କାର୍ଯ୍ୟାଳୟ ଠାରେ, ୨୬ ତାରିଖ ସୋମବାର ବିଂଝାରପୁର ବ୍ଳ୍କ କାର୍ଯ୍ୟାଳୟ ଠାରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଉକ୍ତ ଅଭିଯୋଗ ଗୁଣାଣି ଗୁଡିକରେ ଜିଲ୍ଳ୍ାର ବି.ଡି.ଓ., ତହସିଲଦାର, ଜିଲ୍ଳ୍ାର ବିଭିନ୍ନ ଜିଲ୍ଳ୍ା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ମାନେ ଯୋଗ ଦେବାକୁ ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର ନିର୍ଦ୍ଦେଶ ଦେଇଚ୍ଥନ୍ତି ।