୬ନମ୍ବର ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥୀନୀ ଭାବେ ନାମାଙ୍କନ କରିଛନ୍ତି ସୁଜାତା ପ୍ରିୟଦର୍ଶିନୀ ପରିଡ଼ା

ବ୍ୟାସନଗର,୦୮/୩: ସ୍ଥାନୀୟ ବ୍ୟାସନଗର ପୈାର ପରିଷଦ୬ନମ୍ବର ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥୀନୀ ଭାବେ ନାମାଙ୍କନ କରିଛନ୍ତି ସୁଜାତା ପ୍ରିୟଦର୍ଶିନୀ ପରିଡ଼ା । ସେ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଆଦିମାନଙ୍କ ସହ ଏକ ବିରାଟ ପଟୁଆରରେ ଯାଇ ବ୍ୟାସନଗର ପୈାର ପରିଷଦ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ଜଣେ ପରୋପକାରୀ ଓ ଟାଣୁଆ ନେତ୍ରୀ ଭାବରେ ବେଶ ଜଣାଶୁଣା । ନିଜ ସପକ୍ଷରେ ଭୋଟ ହାତେଇ ଭଲ ବ୍ୟବଧାନରେ ନିର୍ବାଚନ ବୈତରଣୀ ପାର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close