ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର


ମୟୁରଭଞ୍ଜ ; ୧୯/୦୧( ଲଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ ଅନ୍ତର୍ଗତ ଖଣ୍ଡବନ୍ଦ ପଞ୍ଚାୟତ ଅନ୍ତର୍ଗତ ସରବାଲି ସାହିକୁ ଯିବା ରାସ୍ଥାର ପାଖ ଜଗଂଲରୁ ଏକ ଅଜଣା ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏହି ଜାଗାଟି ଠାକୁରମୁଣ୍ଡା ଥାନା ଅଧୀନରେ ଯାଉଥିବାବେଳେ ପୋଲିସ ପ୍ରଶାସନ ତରଫରୁ ଆଇଆଇସି ପ୍ରେମନ୍ଦା ନାଏକ ଏବଂ ତାଙ୍କର ସହ କର୍ମୀ ବୃନ୍ଦ ସ୍ଥାନ ଉପରେ ପହଁଞ୍ଚି ପଚରାଉଚରା କରୁଥିଲେ । ପାଖ ଆଖର ଲୋକଙ୍କୁ ବୁଝାବୁଝି କରିବାରୁ ,କେହି ମୃତଦେହକୁ ଚିହ୍ନି ପାରୁନାହାଁନ୍ତି । ପୋଲିସ ଏହାର ତଦନ୍ତ ଚଳାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close