ଯାଜପୁରରେ ଜାତୀୟ ଲୋକ ଅଦାଲତ ଆସନ୍ତା ୧୯ ତାରିଖରେ
ଯାଜପୁର, ୧୫ା୯: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଲୋକ ଅଦାଲତ ଯାଜପୁର ସହର ସ୍ଥିତ ସିଭିଲ କୋର୍ଟ ପରିସରରେ ଚଳିତ ମାସ ୧୯ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ ବିଭିନ୍ନ ମକଦ୍ଦମାର ପଂଏସଲା କରାଯିବ । ଏଥିରେ ବିଭିନ୍ନ ବକେୟା ମାମଲାଗୁଡିକର ତ୍ୱରିତ ବିଚାର କରାଯିବାର ବ୍ୟବସ୍ଥା କରାଯିବ । ଏହାର ସପଂଳ ରୂପାୟନ ନିମନ୍ତେ ଆଇନ ସେବା ପ୍ରାଧିକରଣର ସଂପାଦକ ଅବଗତ କରାଇଚ୍ଥନ୍ତି ।
Live Share Market