ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହେଲା

ବ୍ୟାସନଗର, ୨୩/୬(ଉ.ନ୍ୟୁଜ୍ ବ୍ୟୁରୋ):  ଗତ ସପ୍ତାହରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟକୁ କରାଯାଇଥିବା ବିଦ୍ୟୁତ୍ ବିଛିନ୍ନ ପରିଶେଷରେ ଆଜି ବିଦ୍ୟୁତ୍ ଯୋଗାଣ ପୁନସଂଯୋଗ କରାଯାଇ ସ୍ୱାଭାବିକ ହୋଇଛି । ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋର, କଳିଂଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବିଧାୟକ ଅଶୋକ କୁମାର ବଳ ଏବଂ ପରିଚାଳନା ପରିଷଦର ସଭାପତି ପ୍ରଦୀପ କୁମାର ବିଶ୍ୱାଳଙ୍କ ହସ୍ତକ୍ଷେପ ପରେ ବିଦ୍ୟୁତ୍ ବିଭାଗ ସେମାନଂକ ଜିଦରୁ ଓହରିଛନ୍ତି । ମହାବିଦ୍ୟାଳୟ କର୍ତୁପକ୍ଷ ମଧ୍ୟ ଗତକାଲି ବକେୟା ବିଦ୍ୟୁତ୍ ଦେୟ ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟକୁ ଯେପରି ଏକତରଫା ବିଦ୍ୟୁତ୍ ସଂଯୋଗ ଅଚାନକ ବିଛିନ୍ନ କରାଯାଇଥିଲା ଏ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close