ୟାସ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ବା ଥଇଥାନ କାର୍ଯ୍ୟକୁ ନେଇ ସମୀକ୍ଷା ବୈଠକ
ବାଲେଶ୍ୱର;୧୯/ ୦୬ (ବ୍ରଜ ଗୋପାଳ ସେନଙ୍କ ଠାରୁ): ବାତ୍ୟା ‘ୟସ୍’ ଦ୍ୱାରା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ ତଥା ସହରାଞ୍ଚଳରେ ପୁନରୁଦ୍ଧାର ବା ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ନୋସି ବିଜିନେସ ପାର୍କ ଠାରେ ଆହୂତ ଏକ ସମୀକ୍ଷା ବୈଠକରେ ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲାର ବିଧାୟକ ବୃନ୍ଦ, ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗୀୟ ପଦାଧିକାରୀମାନଙ୍କ ସହ ଯୋଗଦାନ କରି ପରିସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିଥିଲେ ।
Live Share Market
Mon, 6 Jan
+17°C
Tue, 7 Jan
+17°C
Wed, 8 Jan
+17°C
Thu, 9 Jan
+16°C
Fri, 10 Jan
+16°C
Sat, 11 Jan
+17°C
Sun, 12 Jan
+17°C
Mon, 6 Jan
+17°C
Tue, 7 Jan
+17°C
Wed, 8 Jan
+17°C
Thu, 9 Jan
+16°C
Fri, 10 Jan
+16°C
Sat, 11 Jan
+17°C
Sun, 12 Jan
+17°C