ଭଦ୍ରକ ଜାନୁଗଞ୍ଜର ଏକ ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭଦ୍ରକ; ୧୫/୦୬( ଶିବ ଶଙ୍କର ପଣ୍ଡାଙ୍କ ଠାରୁ): ଓଡ଼ିଶାର ସଜବାଜର ପର୍ବ ରଜରେ ଯୁବତୀଙ୍କ ଝୁଲନ୍ତା ଅଵସ୍ଥାରେ ମୃତଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ଯୁବତୀଙ୍କ ଫ୍ୟାନରେ ଝୁଲନ୍ତା ଅଵସ୍ଥାରେ ମୃତ ଦେହ ଉଦ୍ଧାର କରିଛି ଟାଉନ ପୋଲିସ । ପରିବାର ଲୋକଙ୍କ କହିବାନୁସାରେ ଯୁବତୀ ଜଣକ ଆରଡ଼ି ନିକଟସ୍ଥ ଏକ ଯୁବକଙ୍କୁ ଭଲ ପାଉଥିଲେ । ସେହି ଯୁବକ ସବୁବେଳେ ଯୁବତୀଙ୍କୁ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଉଥିଲେ । ସେହି ଘଟଣାକୁ କେନ୍ଦ୍ର କରି ଯୁବତୀ ଜଣକ ଆତ୍ମହତ୍ୟା କରିଛି ବୋଲି କହିଛନ୍ତି ପରିବାର ଲୋକେ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close