ଯାଜପୁର ରୋଡ ମୁଖ୍ୟ ଚିକିତ୍ସ୍ୟଳୟରେ ରକ୍ତଦାନ ଶିବିର
ବ୍ୟାସନଗର ; ୧୧/୦୬ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଗୁରୁବାର ଯାଜପୁର ରୋଡ ମୁଖ୍ୟ ଚିକିତ୍ସ୍ୟଳୟ ଠାରେ ସମାଜ ସେବୀ ସୁରେଶ ହୋତାଙ୍କ ଦ୍ୱାରା ଥାଲାସେମିୟା ପିଲାଙ୍କ ପାଇଁ ସେ ଏକ ମୂଲ୍ୟବାନ ରକ୍ତ ଦାନକରି ଥିଲେ ଓ ଯୁବସମାଜକୁ କହିଥିଲେ ଯେ ୧୮ରୁ ୪୫ବର୍ଷର କରୋନା ଟୀକା ନେବାପୂର୍ବରୁ ନିଜନିଜର ବହୁମୂଲ୍ୟ ରକ୍ତ ଦାନ କରି ରକ୍ତ ଭଣ୍ଡାରରେ ଥିବା ରକ୍ତ ଅଭାବକୁ ଦୁରକରନ୍ତ। ଏଥିରେ ଯାଜପୁର ରୋଡ ଡାକ୍ତର ଖାନାର ମୁଖ୍ୟ ଚିକିତ୍ସ୍ୟକ ସନ୍ତୋଷ ପୃଷ୍ଟି ଓ ସ୍ତ୍ରୀ ରୋଗୀ ବିଶେଷଜ୍ଞ ସୋଭାଗ୍ୟ ସୁବୁଧି, ୟୁଥ ମାସ କ୍ଲବର ରାଜେଶ ରାଉତ. ପ୍ରକାଶ ଜେନା. ମନୋଜ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Live Share Market