
ବିରମଣିପୁର ସ୍ୱପ୍ନେଶ୍ବର ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ
ଯାଜପୁର; ୧୨/୦୩( ବସନ୍ତ କୁମାର ପାତ୍ରଙ୍କ ଠାରୁ): ବିରମଣିପୁର ସ୍ୱପ୍ନେଶ୍ବର ମନ୍ଦିରରେ ଅନୁଷ୍ଠିତ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ। ଗତ ୧୦ ତାରିଖରୁ ଆରମ୍ଭ ହୋଇଯାଇଛି ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ। ଏଥିସହ ପାଳିତ ହୋଇଯାଇଛି ମହାଦେବଙ୍କ ଜାଗର ଉତ୍ସବ। କୋଭିଡ କଟକଣା ଭିତରେ ଶିବଭକ୍ତ ଜାଳିଥିଲେ ଜାଗର ଦୀପ। ସଂସାରରୁ ଯଥାଶୀଘ୍ର କିଭଳି କୋଭିଡ ଭଳି ମହାମାରୀ ଦୁରେଇଯିବ ଏନେଇ ମହାଯଜ୍ଞର ଆୟୋଜନ ହୋଇଥିଲା।
Live Share Market














Sat, 31 May
+39°C
Sun, 1 Jun
+39°C
Mon, 2 Jun
+37°C
Tue, 3 Jun
+37°C
Wed, 4 Jun
+33°C
Thu, 5 Jun
+39°C
Fri, 6 Jun
+40°C
Sat, 31 May
+39°C
Sun, 1 Jun
+39°C
Mon, 2 Jun
+37°C
Tue, 3 Jun
+37°C
Wed, 4 Jun
+33°C
Thu, 5 Jun
+39°C
Fri, 6 Jun
+40°C