ପାଣିକୋଇଲି ଥାନା ତାଲୁଗାଁରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁରରୋଡ଼; ୦୭/୦୩(ଶୁଭେନ୍ଦୁ ନାୟକଙ୍କ ଠାରୁ): ପାଣିକୋଇଲି ଥାନା ତାଲୁଗାଁରେ ଭୟାବହ ଅଗ୍ନିକାଣ୍ଡରେ ୪ବଖରା ଘର ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି l ଜନ୍ହା ପଂଚାୟତର ତାଲୁଗାଁରେ ଥିବା ଶ୍ୟାମ ସୁନ୍ଦର ବାରିକଙ୍କର ୪ ବଖରା ଘର ସମ୍ପୂର୍ଣ ପୋଡି ଯାଇଥିବା ବେଳେ ଲକ୍ଷlଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଥିବାର ସୂଚନା ମିଳିଛି l ଯାଜପୁରରୋଡ଼ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି l ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close