ଜିଏସଟି ସରଳୀକରଣ ଦାବୀରେ ବ୍ୟାସନଗର ବଣିକ ସଂଘ ପକ୍ଷରୁ ବନ୍ଦ ପାଳନ

ବ୍ୟାସନଗର;୨୬/୦୨(ସୁଭେନ୍ଦୁ ନାୟକଙ୍କ ଠାରୁ): ଜିଏସଟି ସରଳୀକରଣ ଦାବୀରେ ସର୍ବ ଭାରତୀୟ ବଣିକ ମହାସଂଘର ଆହ୍ୱାନକ୍ରମେ ବ୍ୟାସନଗର ବଣିକ ସଂଘ ପକ୍ଷରୁ ବ୍ୟାସନଗର ସହରରେ ବନ୍ଦ ପାଳନ କରାଯାଇଛି । ବଣିକ ସଂଘର କର୍ମକର୍ତ୍ତା ସଦାଶିବ ଦାସ, ବସନ୍ତ କୁମାର ପାତ୍ର, ଶିବରତନ ମସ୍କରାଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଇଥିଲା। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ରୋଡ୍ ବାଣିଜ୍ୟକର ଯୁଗ୍ମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close