ବ୍ୟାସନଗରର ଚାନ୍ଦମା ଗୋଲେଇ ଛକରେ ଦୁର୍ଘଟଣା

ରଗଡ଼ି,୨୨/୨(ପ୍ରଭାତ କୁମାର ଭୂୟାଁଙ୍କ ଠାରୁ): ଯାଜପୁରରୋଡ (ବ୍ୟାସନଗର) ସହରର ଏନ.ଏଚ ଛକ ଚାନ୍ଦମା ଗୋଲେଇ ଛକରେ ଆଜି ଏକ ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରକ ଓ କାର ପିଟାପିଟି ହୋଇଥିଲେ ହେଁ କେହି ମୃତାହତ ହୋଇନାହାନ୍ତି । ଉଜ୍ଜ୍ୱଳ ଆଲୁଅରେ ଛକଟି ଝଲସୁ ଥିଲେ ହେଁ ଟ୍ରାଫିକକୁ ବହୁ ଗାଡି ଚାଳକ ବୁଝି ନ ପାରି ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ଏହି ଛକରେ ଜଣେ ମାତ୍ର ଗୃହରକ୍ଷୀଙ୍କୁ ଜଗିବା ଦାୟିତ୍ୱ ଦିଆଯାଇଛି । ଫଳରେ ୪ପଟୁ ଗାଡିଗୁଡିକୁ ନିୟନ୍ତ୍ରଣ କରିବା ଜଣଙ୍କ ପକ୍ଷେ ସମ୍ଭବପର ନୁହେଁ । ତେଣୁ ଏଠାରେ ଆବଶ୍ୟକୀୟ ପୋଲିସ ମୃତୟନ ନ କଲେ ଓ ଗାଡିଗୁଡିକର ଗତିକୁ ନ ରୋକିଲେ ଦୁର୍ଘଟଣା କମିବ ନାହିଁ । ଏହା ଉପରେ ପ୍ରଶାସନ ଧ୍ୟାନ ଦେବାକୁ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close