Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ସାନିଟାରୀ ଦୋକାନ

ଯାଜପୁର;୧୧/୦୨:(ଶୁଭେନ୍ଦୁ ନାୟକଙ୍କ ଠାରୁ)ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୋକାନ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରେ ଦେବୀ ସାନିଟାରୀ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୋକାନ। ଦୋକାନରେ ଥିବା ସମସ୍ତ ଜିନିଷ ଜଳିଯାଇଥିବା ବେଳେ 5ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଆଜି ବଡି ଭୋରୁ ରାଜୀବ ଲୋଚନ ସାହୁଙ୍କ ଦୋକାନ ଘରର ଇନଭର୍ଟରରୁ ନିଆଁ ଲାଗିଯାଇଥିବା ବେଳେ ଦୋକାନରେ ଥିବା ସମସ୍ତ ଜିନିଷ ନିଆଁରେ ଜଳିଯାଇଥିଲା। ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମର ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଦୋକାନଟି ସମ୍ପୂର୍ଣ ଜଳି ଯାଇଥିବା ସୂଚନା ମିଳିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close