Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ରାଜ୍ୟସ୍ଥରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ


ଭଦ୍ରକ;୦୭/୦୨:(ଶିିିଵ ଶଙ୍କ୍ରର ପଣ୍ଡାଙ୍କ ଠାରୁ)   ଟେନିସବଲ କ୍ରିକେଟକୁ ଯୁବପିଢ଼ି ମାନେ ଅଧିକ ପସନ୍ଦ କରୁଥିବା ବେଳେ ଗଞ୍ଜାମାଳରେ କିନ୍ତୁ ଦେଖିବାକୁ ମିଳିଛି ଡ୍ୟୁଜବଲ କ୍ରିକେଟର ମହାସମର
ଭଦ୍ରକ ବ୍ଲକ ବିଷ୍ଣୁପୁରବିନ୍ଧା ପଞ୍ଚାୟତ ଗଞ୍ଜାମାଳଠାରେ ପ୍ରଥମ ରାଜ୍ୟସ୍ଥରୀୟ ପ୍ରଫୁଲ୍ଲ ପଣ୍ଡା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି |ସ୍ୱର୍ଗତ ପ୍ରଫୁଲ୍ଲ ପଣ୍ଡା ହେଉଛନ୍ତି ଭଦ୍ରକର ଜଣେ ସୁନାମଧନ୍ୟ ନାଟ୍ୟକାର, ସମାଜସେବୀ ଓ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ଉତ୍ତର ଦାୟାଦ ମଧ୍ୟ, ପ୍ରଫୁଲ୍ଲ ପଣ୍ଡାଙ୍କୁ ମନେରଖିବା ଓ ତାଙ୍କ ସ୍ମୃତିକୁ ମନେପକାଇବା ପାଇଁ ଏହି କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ କରାଯାଇଛି ବୋଲି ଟୁର୍ନାମେଣ୍ଟଙ୍କୁ ଆସିଥିବା ଅତିଥି ମାନେ କହିଥିଲେ |
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସହିଦଭଗତସେନାର ମୁଖ୍ୟ, ଯୁବ ସମାଜସେବି ସୀତାଂଶୁ ଶେଖର ମହାପାତ୍ର ଓ ସ୍ଥାନୀୟ ସରପଞ୍ଚ ପଞ୍ଚାନନ ଲେଙ୍କା, ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟାଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ|ଯୁବପିଢିଙ୍କୁ ଟେନିସ ବଲ କ୍ରିକେଟର ନିଶା ଘାରିଥିବା ବେଳେ ଗଞ୍ଜାମାଳରେ କିନ୍ତୁ ଡ୍ୟୁଜ ବଲ କ୍ରିକେଟର ମଜା ନେଉଛନ୍ତି ଦର୍ଶକ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close