କ୍ରିକେଟ ବିଶ୍ୱକପ୍ ଟି-୨୦ ପାଇଁ ୧୫ଜଣିଆ ଦଳ ଘୋଷିତ

ନୂଆଦିଲ୍ଲୀ, ୨/୫: ରୋମାଂଚ ସୃଷ୍ଟିକାରୀ ଟି-୨୦ ବିଶ୍ୱକପ୍ କ୍ରିକେଟ ପାଇଁ ଭାରତୀୟ ଦଳ ତା’ର ୧୫ ଜଣିଆ ଖେଳାଳୀ ତାଲିକା ଘୋଷଣା କରିଛି । ଅଧିନାୟକ ଭାବେ ଭେଟେରାନ ରୋହିତ ଶର୍ମା, ଉପ-ଅଧିନାୟକ ଭାବେ ହାର୍ଦ୍ଦିକ୍ ପ୍ୟାଣ୍ଡାଙ୍କୁ ଚୟନ କରାଯାଇଥିବା ବେଳେ ୟଶସ୍ୱୀ ଜୟଶ୍ୱାଲ, ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ (ୱିକେଟ କିପର), ସଞ୍ଜୁ ସାମସଂଗ(ୱିକେଟ କିପର), ଶିବମ ଦୁବେ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ୟୁ. ଚହଲ, ଏ. ଓିଂହ, ଯଶପ୍ରୀତ ବୁମରାଂ, ମହମ୍ମଦ ସିରାଜ୍ । ରିର୍ଜଭ ଖେଳାଳୀ ତାଲିକାରେ ଅଛନ୍ତି: ଶୁଭମାନ ଗିଲ, ରିଙ୍କୁ ସିଂହ, ଖଲିଲ ଅହମ୍ମଦ, ଆବେସ ଖାଁ । ପ୍ରଥମ ମ୍ୟାଚ ଜୁନ ୦୫ ତାରିଖରେ ଭାରତ ଓ ଆର‌୍ୟଲାଣ୍ଡ ମଧ୍ୟରେ ନ୍ୟୁର‌୍ୟକରେ ମ୍ୟାଚ ଅନୁଷ୍ଠିତ ହେବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close