ଉଦୟବଟ ଓ ଉଦୟବଟ ଇ-ନ୍ୟୁଜ ପରିବାର ତରଫରୁ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା , ଏହି ନୂତନ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ,ସମୃଦ୍ଧି, ପ୍ରଗତିର ବର୍ଷ ହେଉ, ମହାପ୍ରଭୁଙ୍କ କୃପା ଓ କରୁଣା ସଦାସର୍ବଦା ଆପଣ ଓ ଆପଣଙ୍କ ପରିବାର ଉପରେ ରହିଥାଉ ।
ବ୍ୟାସନଗର; ୦୧/୦୧/୨୦୨୧ : ରକ୍ତିମ ଆଭା ନେଇ ୨୦୨୧ ନବବର୍ଷର ସୂର୍ଯ୍ୟ ଉଦୟ ହୋଇଛି, ଏହି ନୂତନ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ,ସମୃଦ୍ଧି, ପ୍ରଗତିଶୀଳ ବର୍ଷ ହେଉ। ଏହି ନୂତନ ବର୍ଷ ସମସ୍ତଙ୍କ ପାଇଁ ଆଣିଦେଉ ଅଜସ୍ର ସୁଖ,ସମୃଦ୍ଧିର ସମ୍ଭାର।
Live Share Market