ବ୍ୟାସନଗର ସହର ଉପକଣ୍ଠ ବେଣାପୁର ଠାରେ ଜାତୀୟ ରାଜପଥରେ ଓଭର ବ୍ରିଜ୍ ନିର୍ମାଣ

ବ୍ୟାସନଗର,୧୧/୧୨(ପଦ୍ମଲୋଚନ ନାୟକଙ୍କ ଠାରୁ): ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥର ବ୍ୟାସନଗର ସହର ଉପକଣ୍ଠ ବେଣାପୁର ଠାରେ ତ୍ରୃଟିପୂର୍ଣ୍ଣ ନିର୍ମାଣ ପାଇଁ ବହୁ ଦୁର୍ଘଟଣା ଘଟିବା ପରେ ଏଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ବହୁ ଦାବୀ ହୋଇଆସୁଛି । ଏହା ଉପରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ହସ୍ତକ୍ଷେପ କଲାପରେ ରାଜପଥ ପ୍ରାଧିକରଣ ବିଭାଗ ଏଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଆଗେଇ ଆସିଛି । କିଛି ଦିନ ତଳେ ସାଂସଦ ଶ୍ରୀମତୀ ସେଠୀ ଏହି ସ୍ଥାନକୁ ପରିଦର୍ଶନରେ ଆସିଥିବା ବେଳେ ଆଜି ସେ ପୁଣି ଏହି ସ୍ଥାନକୁ କୋରେଇ ବିଧାୟକ ଅଶୋକ ବଳ, ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖଙ୍କ ସହ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବ୍ ଶୀଘ୍ର ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

Live Share Market
Fri, 14 Mar
+31°C
Sat, 15 Mar
+31°C
Sun, 16 Mar
+28°C
Mon, 17 Mar
+28°C
Tue, 18 Mar
+28°C
Wed, 19 Mar
+30°C
Thu, 20 Mar
+32°C
Fri, 14 Mar
+31°C
Sat, 15 Mar
+31°C
Sun, 16 Mar
+28°C
Mon, 17 Mar
+28°C
Tue, 18 Mar
+28°C
Wed, 19 Mar
+30°C
Thu, 20 Mar
+32°C

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close
preload imagepreload image
06:16