ପରୀ ହତ୍ୟାକାଣ୍ଡର ତଦନ୍ତ ସହ ନ୍ୟାୟ ପ୍ରଦାନ ପାଇଁ ବ୍ୟାସନଗର ଗୋପବନ୍ଧୁ ଛକରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବ୍ୟାସନଗର, ୦୯/୧୨(ସନ୍ତୋଷ ରଥଙ୍କ ଠାରୁ): ସ୍ଥାନୀୟ ବ୍ୟାସନଗର ପୈାରାଂଚଳର ଗୋପବନ୍ଧୁ ଛକ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ଆଜି ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମରେ ଘଟିଯାଇଥିବା ୦୫ବର୍ଷର ନିଷ୍ପାପ ଶିଶୁ କନ୍ୟା ପରୀର ହତ୍ୟାକାଣ୍ଡର ପର୍ଦ୍ଦାଫାସ ସହ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ‘ଯୁବରାଜ ସେନା’ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଏଥିରେ ସେନାର ସଭାପତି ସୁଶୀଲ ମହାନ୍ତି, ସଂପାଦକ ପ୍ରଦ୍ୟୁମ୍ନ ଶତପଥି, ସତ୍ୟଜିତ୍ ରାୟ, ରମେଶ ସାହୁ, ନିତ୍ୟାନନ୍ଦ ସିଂହ, ସୈାମ୍ୟ ନାଟିଆ, ମାନସୀ ବିନ୍ଧାଣୀ ପ୍ରମୁଖ ଅଂଶଗ୍ରହଣ କରି ପରୀକୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close