
ଯାଜପୁର ପୋଷ୍ଟାଲ ଡିଭିଜନର ନୂଆ ସୁପରିଟେଣ୍ଡ ଶୁଭ୍ରାକାଶ ନାୟକଙ୍କ ଦାୟିତ୍ୱ ଗ୍ରହଣ
ଯାଜପୁର, ୦୧ା୭(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁର ଟାଉନ ଠାରେ ଥିବା ଯାଜପୁର ପୋଷ୍ଟାଲ ଡିଭିଜନର ସୁପରିଟେଣ୍ଡ ଅଶୋକ କୁମାର ରଥଙ୍କ ଚାକିରୀକାଳ ଆସନ୍ତା ତା. ୩୦/୦୬/୨୦୨୩ରେ ଶେଷ ହୋଇଛି । ତାଙ୍କ ଅବସର ପରେ ଭୁବନେଶ୍ୱର ସିପିଏମଜି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶୁଭ୍ରାକାଶ ନାୟକଙ୍କୁ ଶ୍ରୀ ରଥ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପୁରୁଣା ସୁପରିଟେଣ୍ଡ ଶ୍ରୀ ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ ନୂଆ ସୁପରିଟେଣ୍ଡ ଶ୍ରୀ ନାୟକଙ୍କୁ ସ୍ୱାଗତ କରିଛନ୍ତି କର୍ମଚାରୀମାନେ ।
Live Share Market