ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ

ଭୁବନେଶ୍ୱର; ୨୪/୧୧: (ଜ୍ୟୋତି ରଞ୍ଜନଙ୍କ ଠାରୁ) ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କର ୭୪ବର୍ଷ ବୟସରେ କରୋନାରେ ପରଲୋକ ଘଟିଛି। ସୂଚନାଯୋଗ୍ୟ ଯେ ସେ କୋଭିଡରେ ଆକ୍ରାନ୍ତ ହୋଇ ନଭେମ୍ବର୧ରୁ ଚିକିତ୍ସାଧୀନ ଥିଲେ। ତାଙ୍କର ଜନ୍ମ ୧୯୪୬ ମସିହା ଡିସେମ୍ବର୬ ତାରିଖରେ ହରିଆଣା ହିସାର ଠାରେ ହୋଇଥିଲା। ୧୯୬୪ରେ ସେ ପ୍ରଫେସର ଗଣେଶୀ ଲାଲଙ୍କୁ ଗ୍ରହଣ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close