ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରି ଉଠିଥିଲା ଓଡ଼ିଶାର କେତେକ ଜିଲ୍ଲା

ବ୍ୟାସନଗର ; ୨୦/୧୧ : ପ୍ରଚଣ୍ଡ ବିସ୍ଫୋରଣ ରେ ଥରି ଉଠିଥିଲା ଓଡ଼ିଶାର କେତେକ ଜିଲ୍ଲା। ଆଜି ଅପରାହ୍ନ ପ୍ରାୟ ୨:୫୦ ରୁ ୩:୧୦ମଧ୍ୟରେ ଏକ ପ୍ରଚଣ୍ଡ ଶବ୍ଦରେ ଯାଜପୁର,ଭଦ୍ରକ, କେନ୍ଦୁଝର, କଟକ,ବାଲେଶ୍ୱର ଆଦି ଅଞ୍ଚଳ ଥରି ଉଠିଥିଲା। ଏହି ଶବ୍ଦରେ ସମସ୍ତ ଅଞ୍ଚଳରେ ଲୋକେ ଭୟଭୀତ ହେବା ସହ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ କରିଥିଲେ। ଏହି ଶବ୍ଦ କେଉଁଠୁ ଆସିଲା କାରଣ କଣ ଏବେବି ଅସ୍ପଷ୍ଟ ରହିଛି। ଏହି ଶବ୍ଦକୁ ନେଇ ଲୋକଙ୍କ ମଧ୍ୟରେ ଆତଂକ ଖେଳିଯାଇଛି। ମାଳିକାର କଥାକୁ ନେଇ ବି ଚର୍ଚ୍ଚା ରହିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close
preload imagepreload image