ଖଇରା ବ୍ଲକ ଶାରୀଶୁଆ ପାହାଡ଼ ଝରଣାରେ ଗାଧୋଇବା ବେଳେ ପଥର ପଡି ନାବାଳକଙ୍କ ମୃତ୍ୟୁ

ଖଇରା, ୧୧/୧୦(ମୁକ୍ତିକାନ୍ତ ସାହୁଙ୍କ ଠାରୁ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅର୍ନ୍ତଗତ ଅନ୍ତରା ଗ୍ରାମର ଜଣେ ନାବାଳକ ଆଜି ନିକଟସ୍ଥ ଶାରିସୁଆ ପାହାଡ଼ର ଝରଣାରେ ଗାଧୋଉଥିବା ସମୟରେ ଉପରୁ ପଥର ପଡିବାରୁ ସେ ଲହୁଲୁହାଣ ହୋଇଯାଇଥିଲା । ତାଙ୍କୁ ନିକଟସ୍ଥ ଖଇରା ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ନାବାଳକ ହେଲେ ଅନ୍ତରା ଗ୍ରାମର କିଶୋର ଶୁକ୍ଳଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ଶୁକ୍ଳ (୧୨ ବର୍ଷ) । ଏହି ଅଘଟଣ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close