Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଭାରତୀୟ ତଟରକ୍ଷୀ ବାହିନୀରେ କାର୍ଯ୍ୟରତ ଯବାନଙ୍କ ଆତ୍ମହତ୍ୟା

ପାରାଦୀପ, ୦୬/୧୦(ଚକ୍ରଧର ଦାଶଙ୍କ ଠାରୁ): ଭାରତୀୟ ତଟରକ୍ଷୀ ବାହିନୀରେ କାର୍ଯ୍ୟରତ ଥିବା କେରଳର ଜଣେ ଯବାନ ଗୈାତମନ୍ ଏ. କେ (୨୩ ବର୍ଷ) ଆତ୍ମହତ୍ୟା କରିବା ଘଟଣା ବନ୍ଦର ନଗରୀ ପାରାଦୀପରେ ଆଜି ଆଲୋଡ଼ନ ସୃଷ୍ଟି କରିଛି । ତଟରକ୍ଷୀ ବାହିନୀର ଜାହାଜ ‘ରେଜିଆ ସୁଲତାନ୍‌’ର ମେସିନ ରୁମରୁ ତାଙ୍କର ଝୁଲନ୍ତା ଶବକୁ ଉଦ୍ଧାର କରାଯାଇଛି । ପାରିପାଶ୍ୱର୍ିକ ସ୍ଥିତିରୁ ସେ ବେକରେ ରସି ଲଗାଇ ଆତ୍ମ ହତ୍ୟା କରିଥିବାର ପ୍ରାଥମିକ ଆକଳନ କରାଯାଇଛି । ସେ ଫେବୃଆରୀ ୨୦୧୯ରେ ଚାକିରୀରେ ଯୋଗ ଦେଇଥିଲେ । ତଟରକ୍ଷୀ ବାହିନୀର ଜଣେ ବରିଷ୍ଠ ଅଧିକାରୀ ଘଟଣା ସଂର୍ପକରେ ପାରାଦୀପ ସାମୁଦ୍ରିକ ଥାନାରେ ଅଭିଯୋଗ କଲା ପରେ ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତାଙ୍କର କେରଳର ନିଜ ଗ୍ରାମରେ ଥିବା ପରିବାରକୁ ଘଟଣା ବାବଦରେ ସୂଚନା ଦେବା ସହ ଅଧିକ ତଦନ୍ତ ଚଳାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close