ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ ସଂଶୋଧିତ ବଢ଼ା ମଜୁରୀ

ନୂଆଦିଲ୍ଲୀ /ଭୁବନେଶ୍ୱର;୨୭/୦୯(ବ୍ୟୁରୋ): ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ ସଂଶୋଧିତ ବଢ଼ା ମଜୁରୀ ବିଲଡିଂ ନିର୍ମାଣ, ଲୋଡିଂ ଏବଂ ଅନଲୋଡିଂ, ୱାଚ୍ ଆଣ୍ଡ ୱାର୍ଡ, ସୁଇପିଂ, ଝାଡୁଦାର, ଗୃହରକ୍ଷୀ, ଖଣି ଏବଂ କୃଷି ସହିତ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନେ ନୂତନ ହାରରେ ପାରିଶ୍ରମିକ ପାଇ ଉପକୃତ ହେବେ । ସର୍ବନିମ୍ନ ମଜୁରୀ ହାର ଦକ୍ଷତା ସ୍ତର (ଅଣକୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ)ରେ ବର୍ଗୀକୃତ କରାଯାଇଛି ।

କେଉଁମାନଙ୍କ ପାଇଁ କେତେ ସ୍ଥିର -:

ଅଣକୁଶଳୀ ଶ୍ରମିକ: ଦୈନିକ ୭୮୩ଟଙ୍କା (ମାସକୁ ୨୦,୩୫୮ ଟଙ୍କା)

ଅର୍ଦ୍ଧ କୁଶଳୀ ଶ୍ରମିକ: ଦୈନିକ ୮୬୮ଟଙ୍କା (ମାସକୁ ୨୨,୫୬୮ ଟଙ୍କା)

କୁଶଳୀ ଶ୍ରମିକ : ଦୈନିକ ୯୫୪ ଟଙ୍କା (ମାସକୁ ୨୪,୮୦୪ ଟଙ୍କା)

ଉଚ୍ଚ ଦକ୍ଷତା ସମ୍ପନ୍ନ ଶ୍ରମିକ: ଦୈନିକ ୧୦୩୫ ଟଙ୍କା (ମାସିକ ୨୬,୯୧୦ ଟଙ୍କା)

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close