ଜଂଗଲ ବିଭାଗର ଷ୍ଟ୍ରିଙ୍ଗ୍ ଅପରେସନରେ ଧରା ପଡିଲା ବାଘ ଛାଲ ବେପାରୀ, ଚିତା ବାଘ ଛାଲ ଟମକା ଅଂଚଳରୁ ଜବତ

ଡୁବୁରୀ,୦୫/୦୮(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁର ଜିଲ୍ଲା ଡୁବୁରୀ ସ୍ଥିତ ଟମକା ବନାଂଚଳ ଏବଂ ଟମକା ଥାନା ଅର୍ନ୍ତଗତ ଏନ.ଏଚ-୭୨୦ର ଆମ୍ବଡିହ ଠାରେ ରାସ୍ତା ପାଶ୍ୱର୍ରେ ଚିତା ବାଘ ଛାଲ ବେପାର କରୁଥିବା ଜନୈକ ଅଭିଯୁକ୍ତକୁ ଜଂଗଲ ବିଭାଗର ସ୍ପେଷାଲ ସ୍କ୍ୱାର୍ଡ ଆଜି ସୋମବାର ଧରିବାରେ ସଫଳ ହୋଇଛନ୍ତି । କଟକ ବନଖଣ୍ଡ ଏ.ସି.ଏଫ୍ ଅନୀଲ କୁମାର ରାୟ, ଯାଜପୁରରୋଡ଼ ବନାଚଂଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର, ଉପ-ବନାଂଚଳ ଅଧିକାରୀ ଅଜିତ୍ କୁମାର ଦଳେଇ ପ୍ରମୁଖ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତକୁ କାବୁ କରିଛନ୍ତି । ଏସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲୁରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close