ଲାଇୟନ୍ସ କ୍ଲବ’ କଳିଙ୍ଗନଗର ଷ୍ଟିଲ ସିଟି ତରଫରୁ ବ୍ୟାସ ସରୋବର ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଜଳ ବୋତଲ ବଂଟନ

ବ୍ୟାସନଗର, ୦୭/୦୭(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ବିଶ୍ୱ ପ୍ରସିଦ୍ଧ ‘ଘୋଷ ଯାତ୍ରା’ ଯାଜପୁର ଜିଲ୍ଲାର ବ୍ୟାସନଗର ପୈାରାଂଚଳର ବ୍ୟାସସରୋବର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଏବଂ ବ୍ୟାସ ସରୋବର ଅଂଚଳରେ ଜଳର ସୁବିଧା ନ ଥିବାରୁ ଏହାକୁ ଉପଲବ୍ôଧ କରି ‘ଲାଇୟନ୍ସ କ୍ଲବ’ କଳିଙ୍ଗନଗର ଷ୍ଟିଲ ସିଟି ତରଫରୁ ଶ୍ରଦ୍ଧାଳୁମାନଙ୍କୁ ପାଣି ବୋତଲ ବଂଟନ କରାଯାଇଥିଲା । ଏହି ମହତ କାର୍ଯ୍ୟକ୍ରମରେ କ୍ଲବର ପ୍ରଲୁବ୍ଧ କୁମାର ଜେନା, ଟିକାୟତ ପାଲ, ପ୍ରଦ୍ୟୁମ୍ନ ନାୟକ ପ୍ରମୁଖ ସାମିଲ ହୋଇଥିଲେ । କ୍ଲବର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close