ବଜରଙ୍ଗ ଦଳର ଦୁଇ ଗୋଟି ପ୍ରଖଣ୍ଡରେ ନୂତନ ଦାୟିତ୍ୱ ଗ୍ରହଣ


ବ୍ୟାସନଗର ;୦୬/୦୭ (ବସନ୍ତ କୁମାର ପାତ୍ରଙ୍କ ଠାରୁ ): ଶନିବାର ବ୍ୟାସନଗର ଅଞ୍ଚଳ ମୁଣ୍ଡମାଳ ଗ୍ରାମ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବଜରଙ୍ଗ ଦଳର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ରାଜକିଶୋର ମାଲ୍ଲିକ, ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଗୋରକ୍ଷା ପ୍ରମୁଖ ମଦନମୋହନ ବିନ୍ଧାଣି ଓ ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ବିନ୍ଧାଣି ଓ ହିମାଂଶୁ ଶେଖର ବଳ,ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର,ସହ ସଂଯୋଜକ ସାରଦା ପ୍ରସନ୍ନ ବଳ, ପ୍ରାନ୍ତ ବିସ୍ତାରକ ପ୍ରମୁଖ ସୁବାସ ମହାରଣା,ଭାରତୀୟ ଜନତା ପାର୍ଟି ର ଜିଲ୍ଲା ଉପ ସଭାପତି ପ୍ରସନ୍ନ କୁମାର ସାମଲ ଯୋଗଦେବା ସହିତ ଧର୍ମ ରକ୍ଷା, ଗୋମାତା ସୁରକ୍ଷା, ମଠ ମନ୍ଦିର ସୁରକ୍ଷା, ବୃକ୍ଷ ରୋପଣ, ଜଣ କଲ୍ୟାଣକାରି ବାର୍ତା ରଖିଥିଲେ। ତତ ସହିତ ବ୍ୟାସନଗର ପ୍ରଖଣ୍ଡ ର ପ୍ରଖଣ୍ଡ ସଂଯୋଜକ ଶାନ୍ତନୁ କୁମାର ସାହୁ,ସହ ସଂଯୋଜକ ସୁବାସ ଜେନା ଓ ପ୍ରତାପ ସେଠି. ବଡ଼ଚଣା ପ୍ରଖଣ୍ଡ ର ପ୍ରଖଣ୍ଡ ସଂଯୋଜକ ଅନନ୍ତ କୁମାର ଦାସ,ସହ ସଂଯୋଜକ ବିଶ୍ୱଜିତ ସାହୁ, ପ୍ରଖଣ୍ଡ ମହାବିଦ୍ୟାଳୟ ପ୍ରମୁଖ ସତ୍ୟଜିତ ସାମଲ ଓ ସହ ମହା ବିଦ୍ୟାଳୟ ପ୍ରମୁଖ ଚିରଞ୍ଜୀବ ସିଂଙ୍କ ସମେତ ଦାନଗଦି ପ୍ରଖଣ୍ଡ ସଂଯୋଜକ ଚିତ୍ତରଞ୍ଜନ ସିଂ,ବରିଷ୍ଟ ସାମ୍ବାଦିକ ସନ୍ତୋଷ ରଥ,ଚିତ୍ତରଞ୍ଜନ ମିଶ୍ର,ପ୍ରଫୁଲ ପାତ୍ର, ଅସିତ ଦାସ, ସ୍ମୃତି ପଣ୍ଡା, ଅରମାନ ପାତ୍ର, ଚନ୍ଦନ କୁମାର ବାରିକ, ଆଶୁତୋଷ ଦାସ,ବ୍ରଜ ମୋହନ ପାତ୍ର,କଲୁ କିସକୁ, ବିକାଶ ବଳ, ବିଜୟ ସାହୁ.,ସୋମ୍ୟ ରଞ୍ଜନ ମାଲିକ, କଳ୍ପତରୁ ଦାସ,ପ୍ରକାଶ ଚନ୍ଦ୍ର ବଳ, କିଶୋର ବାରିକ ଶୁଭମ ଦଳେଇ,ବିକ୍ରାନ୍ତ ସାମଲଙ୍କ ସହିତ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close