ଜାତୀୟ ଡାକ୍ତର ଦିବସ ଅବସରରେ ଯାଜପୁରରୋଡ ‘ଇଣ୍ଡିଆନ ମେଡିକାଲ ଆସୋସିଏସନ’ ତରଫରୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ

ବ୍ୟାସନଗର, ୦୧/୦୭(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ପ୍ରସିଦ୍ଧ ‘ଜାତୀୟ ଡାକ୍ତର ଦିବସ’ ଅବସରରେ ‘ଇଣ୍ଡିଆନ ମେଡିକାଲ ଆସୋସିଏସନ’ ଯାଜପୁରରୋଡ ତରଫରୁ ବିଶେଷ କାର୍ଯ୍ୟମାନ ଅନୁଷ୍ଠିତ ହୋଇଥିଲା । ଏହି ଦିବସ ପାଳନ ସହ ଏକ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏହି ଦିବସର ଅନୁଚିନ୍ତା ଉପରେ ଆଲୋକପାତ କରାଯାଇଥିଲା । ଏହିସବୁ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡ଼ା. ପ୍ରସନ୍ନ କୁମାର ସାହୁ, ଡ଼ା. ଗୈାରୀଶଙ୍କର ଷଢ଼ଙ୍ଗୀ, ଡା. ସୁରେନ୍ଦ୍ର କୁମାର ସାହୁ, ଡ଼ା. ହେମନ୍ତ କୁମାର ସାହୁ, ଡା. ବିକାଶ ଚନ୍ଦ୍ର ନାୟକ, ଡ଼ା. ଦିବ୍ୟରଂଜନ ମଲ୍ଲିକ, ଡା. ପ୍ରସନଜିତ୍ କର, ଡ଼ା ସଦାନନ୍ଦ ମହାନ୍ତି, ସମାଜସେବୀ ପଟେଲ ବିଶ୍ୱାଳ ଯୋଗ ଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିବା ବେଳେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close