ପାୱାର ଏମ୍ପ୍ଲଇଜ୍ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଯାଜପୁରରୋଡ଼ ଶାଖା ପାୱାର ଏମ୍ପ୍ଲଇଜ୍ ୟୁନିୟନ୍ ତରଫରୁ ୟୁନିୟନ୍ ଅଫିସ୍ ପ୍ରାଙ୍ଗଣରେ ଏକ ସଭା ଦିବା ୧୦ ଘଟିକା ସମୟରେ ପାଳନ କରାଯାଇଥିଲା । ଏହି ସଭାରେ ଶ୍ରମିକନେତା ଶ୍ରୀଯୁକ୍ତ ଚନ୍ଦ୍ରମଣି ସାମଲ ସଭାପତିତ୍ୱ କରିଥିବା ବେଳେ ଡିଭିଜନ୍ ସମ୍ପାଦକ ଘନଶ୍ରାମ ରାଉତ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକ ସଭାରେ ସଭାରେ ଅତିଥି ଭାବେ ଯୋଗ ଦେଇ ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ସଭାରେ ପାୱାର ଏମ୍ପ୍ଲଇଜ୍ ୟୁନିୟନର ସମସ୍ତ ଶ୍ରମିକ ଭାଇମାନେ ଯୋଗ ଦାନ କରିଥିଲେ । ଉପସ୍ଥିତ ଅତିଥିମାନେ ଉକ୍ତ ଦିବସର ତାତ୍ପର୍ଯ୍ୟତା ସମ୍ପର୍କରେ ସମ୍ୟକ ବକ୍ତୃତା ପ୍ରଦାନ କରିଥିଲେ । ଏହି ଶ୍ରମିକ ଦିବସ ସଭାରେ ପ୍ରମୋଦ ସାମଲ, ବିଶ୍ୱରଞ୍ଜନ ତ୍ରିପାଠୀ, ପ୍ରଦୀପ କୁମାର ଗାହାଣ, ହେମନ୍ତ ନାୟକ, ତ୍ରୈଲୋକ୍ୟ ପାଢ଼ୀ, ସୁରେଶ ଭାରତୀ, ରାମଚନ୍ଦ୍ର ରଥ, ଶ୍ୟାମସୁନ୍ଦର ଭୁତିଆ, ଦେବାଶିଷ ସାହୁ, ହରେନ୍ଦ୍ର ବେହେରା, ତାରିଣୀ ପ୍ରସାଦ ରାଉତ, ରବିନ୍ଦ୍ର ଭୂୟାଁ, ଝୁମର ମଲ୍ଲିକ, ତୁଷାର କାନ୍ତ ବେହେରା, ଜିତେନ୍ଦ୍ର ମିଶ୍ର, ଜୟନ୍ତ ଦାସ, ରବୀନ୍ଦ୍ର ବେହେରା, ହିମାଦ୍ରୀ ବିହାରୀ ଦାସ, ରତିକାନ୍ତ ମଳ୍ଲିକ, ମୁକ୍ତିକାନ୍ତ ସାହୁ ଆଦି ଯୋଗଦାନ କରି ସଭାକୁ ସାଫଲ୍ୟ ମର୍ଡିତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close