୨୦୦୫ ମସିହାରୁ ସମସ୍ତ ଦରଖାସ୍ତ ଏବଂ ତଥ୍ୟ ଅନଲାଇନରେ ପ୍ରଦର୍ଶନ କରିବା ପାଇଁ ଆଇ.ସି.ପି ର ଦାବି

ଭୁବନେଶ୍ଵର, ତା୧୮/୧୦(ଉ.ନ୍ୟୁଜ୍ ବ୍ୟୁରୋ) : ୨୦୦୫ ମସିହା ଠାରୁ ସୂଚନାଧିକାର ଆଇନ୍ ଅନୁଯାୟୀ ହୋଇଥିବା ସମସ୍ତ ଦରଖାସ୍ତ ଏବଂ ସେସବୁର ଉତ୍ତର ଓ ତଥ୍ୟ ଅନଲାଇନ୍ ରେ ପ୍ରଦର୍ଶନ କରିବା ପାଇଁ ଇଣ୍ଡିଆନ ସିଟିଜେନସ ପାର୍ଟି ( ଆଇ.ସି.ପି) ସଭାପତି ରମେଶ ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି । ସମସ୍ତ ଦରଖାସ୍ତ ଓ ସେଗୁଡ଼ିକର ଉତ୍ତର ଓ ତଥ୍ୟ ଅନଲାଇନ ରେ ପ୍ରଦର୍ଶନ ନ କରିବା ପ୍ରମାଣିତ କରୁଛି ଯେ ନବୀନ ପଟ୍ଟନାୟକ ଦୁର୍ନିତୀକୁ ଘଣ୍ଟ ଘୋଡାଉଛନ୍ତି ଏବଂ ଦୁର୍ନୀତି କୁ ଶୂନ୍ୟ ସହନଶୀଳତା କହି ମିଥ୍ୟା ଡିଣ୍ଡିମ ପ୍ରଚାର କରୁଛନ୍ତି । ସଦସାହସ ଥିଲେ ତୁରନ୍ତ ସମସ୍ତ ସୂଚନାଧିକାର ଦରଖାସ୍ତ ଓ ତଥ୍ୟ ଅନଲାଇନ ରେ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ରାଉତ ଦାବି କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close