ବିଜୁ ଶ୍ରମିକ ସାମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ହେଲେ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ

ଧର୍ମଶାଳା, ୧୭/୯ (ଉ. ନ୍ୟୁଜ୍ ବ୍ୟୁରୋ): ବିଜୁ ଶ୍ରମିକ ସାମୁଖ୍ୟର କେନ୍ଦ୍ରୀୟ ସଂଯୋଜଗ ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ  ବହୁ ଶ୍ରମିକ ନେତା ଅଭିନନ୍ଦନ ଜଣାଇଥିଲେ ।  ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଧର୍ମଶାଳା ଅଂଚଳର ବହୁ ଶ୍ରମିକ ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ତାଙ୍କୁ ଶ୍ରମିକ ନେତା ପ୍ରଦୀପ ନାୟକ ପ୍ରମୁଖ ସାକ୍ଷାତ କରି ଫୁଲ ତୋଡ଼ା ଦେଇ ଅଭିନନ୍ଦନ ଜଣାଇଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close