ଭୂୁବନେଶ୍ୱର ଏପିଜେ ବିଦ୍ୟାଳୟରେ ୭୭ତମ ସ୍ୱାଧିନତା ଦିବସ ପାଳିତ

ଭୂବନେଶ୍ୱର, ୨୦ା୦୮(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ “ଏପିଜେ ବିଦ୍ୟାଳୟ”ରେ ୭୭ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅତନୁ ରଥ ଏଠାରେ ତ୍ରିରଙ୍ଗା ପତାକାକୁ ଉତୋଳନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ରଥ ନିଜର ବକ୍ତବ୍ୟ ମାଧ୍ୟମରେ ସ୍ୱାଧିନତାର ସ୍ୱାଦ ଉପରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ରିଗେଡ଼ିୟର ଗିରିଜା ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇ ଦେଶମାତୃକାର ଟେକ ପାଇଁ ସମସ୍ତେ ସମସ୍ତେ ସବୁବେଳେ କାର୍ଯ୍ୟକରିବା ଉଚିତ୍ । ସେ କାର୍ଗିଲ ସେକ୍ଟର ଓ ଚାଇନା ସୀମା ସୁରକ୍ଷାରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close