Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଇନର ହୁଇଲ କ୍ଳବ୍” ଯାଜପୁରରୋଡ ଶାଖା ତରଫରୁ ପଥଚାରି ଙ୍କ ପାଇଁ ଜଳଛତ୍ର

ଯାଜପୁରରୋଡ଼ /ବ୍ୟାସନଗର ;୨୨/୦୪(ନି ପ୍ର): ବ୍ୟାସନଗର ପୌରାଞ୍ଚଳ ରେ ଥିବା “ଇନର ହୁଇଲ କ୍ଳବ୍ ” ଯାଜପୁରରୋଡ ଶାଖା ତରଫରୁ ଏକ ଜଳଛତ୍ର ହନୁମାନ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। “ଜଳ ସଞ୍ଚିଲେ ଜୀବନ ବଞ୍ଚିବ” ସଂପର୍କରେ ଜନସଚେତନତା ବାର୍ତା ଦେବାସହ ଏକ ଜଳଛତ୍ର କୁ ଶୁଭ ଉଦ୍ଘାଟନ କରାଯାଇଛି।ଏଥିସହିତ ଖରାଦିନରେ ବାଟୋଇ ଟିଏ ଜଳକଷ୍ଟରେ ଅସୁବିଧାରେ ନପଡୁ, ସେଥିଲାଗି ଜଳଛତ୍ର ମାଧ୍ୟମରେ ଶୋଷିଲା ଲୋକମାନେ ଉପକୃତ ହେବା ପାଇଁ ” ଇନର ହୁଇଲ କ୍ଳବ୍ “ତରଫରୁ ଏହି ସ୍ଵତନ୍ତ୍ର ପ୍ରୟାସ କରାଯାଇଛି। ଏହି ଜଳଛତ୍ରଟି ଜିଲ୍ଲା ଅଧ୍ୟକ୍ଷା ଟି. ଚିରଞ୍ଜିବୀ ଙ୍କ ତତ୍ବାବଧାନରେ ଉଦ୍ଘାଟିତ ହେବା ସହ ସଭାପତି କାମନା ନାୟକ, ସଚିବ ଉଷା ମଞ୍ଜରୀ ସାହୁ, ସମ୍ପାଦିକା ସମୀତା ଧର, କୋଷାଧ୍ୟକ୍ଷା ମେଘମାଳା ପତି, ଯୁଗ୍ମ ସଚିବ ଶର୍ବାଣି ଦୀକ୍ଷିତ ଙ୍କ ପୂର୍ଣ୍ଣ ସହଯୋଗରେ ସେବା କାର୍ଯ୍ୟ ଜାରିରହିଥିବା ଦେଖିବାକୁ ମିଳିଥିଲା। କ୍ଳବର ଏହି ପ୍ରକାର କାର୍ଯ୍ୟ ଏବେ ଚର୍ଚ୍ଚାରେ ରହିଛି ! କ୍ଳବ୍ ର ସ୍ଵତନ୍ତ୍ର ପ୍ରୟାସ କୁ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଞ୍ଜନ ପାଣିଗ୍ରାହୀ ଖୁବ୍ ପ୍ରସଂଶା କରିଛନ୍ତି।ଏହି ପ୍ରାୟସ କୁ ସାଧାରଣ ଲୋକେ ବିଭିନ୍ନ ମହଲରେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଲୋକମାନଙ୍କ ସେବାରେ ଏଭଳି କାର୍ଯ୍ୟରେ କ୍ଳବ୍ ସଦା ସର୍ବଦା ଲିପ୍ତ ରହିବ ବୋଲି ସଭାପତି ଶ୍ରୀମତୀ ନାୟକ କହିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close