ବିଧାନସଭା ନିର୍ବାଚନ ପୂର୍ବରୁ ସହରାଂଚଳର ନେତା, ନେତ୍ରୀଙ୍କୁ ଇଣ୍ଡିଆନ ସିଟିଜେନ ପାର୍ଟିର ସହାୟତା ଘୋଷଣା

ଭୁବନେଶ୍ୱର, ୦୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାରେ ଆସନ୍ତା ବିଧାନସଭା ନିର୍ବାଚନରେ ଇଣ୍ଡିଆନ ସିଟିଜେନ ପାର୍ଟି ଭୋଟ ପାଇଁ ସରକାର ଗଢ଼ିଲେ ସହରାଂଚଳର ନେତା/ନେତ୍ରୀମାନଙ୍‌କୁ ନିମ୍ନଲିଖିତ ସୁବିଧା ସୁଯୋଗ ଯୋଗାଇଦେବ ବୋଲି ପାର୍ଟିର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି:
୧) କର୍ପୋରେଟରମାନଙ୍କୁ ମାସିକ ୩୦,୦୦୦ ଦେବେ ବୋଲି କହିଛନ୍ତି ।
୨) ପୂର୍ବତନ କର୍ପୋରେଟରମାନଙ୍କୁ ମାସିକ ୧୫,୦୦୦ ଟଙ୍କାର ପେନ୍‌ସନ ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୩) ପରଲୋକଗତ ପୂର୍ବତନ କର୍ପୋରେଟରମାନଙ୍କ ପରିବାରକୁ ମାସିକ ୭,୫୦୦ ଫ୍ୟାମିଲି ପେନ୍‌ସନ ଦେବାକୁ ଆଇ.ସି.ପି କହିଛି ।
୪) ପୌର ନିଗମ ଡ଼େପୁଟି ମେୟରଙ୍କୁ ମାସିକ ୩୫,୦୦୦ ଟଙ୍କାର ଦରମା ଦେବେ ବୋଲି କହିଛନ୍ତି ।
୫) ପୌର ନିଗମର ପୂର୍ବତନ ଡ଼େପୁଟି ମେୟରଙ୍କୁ ମାସିକ ୧୭,୫୦୦ ଟଙ୍କାର ପେନ୍‌ସନ ଦେବେ ବୋଲି କହିଛନ୍ତି ।
୬) ପରଲୋକଗତ ପୌରନିଗମର ପୂର୍ବତନ ଡ଼େପୁଟମେୟରଙ୍କ ପରିବାରକୁ ୮,୦୦୦ ଟଙ୍କାର ଫ୍ୟାମିଲି ପେନ୍‌ସନ ଦେବାକୁ ତାଙ୍କ ପାର୍ଟି ପକ୍ଷରୁ ଯୋଜନା ରହିଛି ।
୭) ପୌର ନିଗମର ମେୟରଙ୍କୁ ମାସିକ ୫୦,୦୦୦ ଦରମା ଦେବ ଆଇ.ସି.ପି ।
୮) ପୌର ନିଗମର ପୂର୍ବତନ ମେୟରଙ୍କୁ ମାସିକ ୨୫,୦୦୦ ଟଙ୍କାର ପେନ୍‌ସନ ଦେବେ ବୋଲି କହିଛନ୍ତି ।
୯) ପରଲୋକଗତ ପୌରନିଗମର ପୂର୍ବତନ ମେୟରଙ୍କ ପରିବାରକୁ ମାସିକ ୧୨,୫୦୦ ଟଙ୍କା ଫ୍ୟାମିଲି ପେନ୍‌ସନ ଦେବାକୁ ଆଇ.ସି.ପି କହିଛି ।
୧୦) ପୌର ପରିଷଦ କାଉନସିଲରଙ୍କୁ ୨୬,୦୦୦ ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୧୧) ପୌର ପରିଷଦ ପୂର୍ବତନ କାଉନସିଲରଙ୍କୁ ମାସିକ ୧୩,୦୦୦ ଟଙ୍କା ପେନ୍‌ସନ ଦେବାକୁ ତାଙ୍କ ପାର୍ଟି ପକ୍ଷରୁ ଯୋଜନା ରହିଛି ।
୧୨) ପରଲୋକଗତ ପୂର୍ବତନ ପୌର ପରିଷଦ କାଉନସିଲରଙ୍କୁ ମାସିକ ୬,୫୦୦ ଟଙ୍କା ଫ୍ୟାମିଲି ପେନ୍‌ସନ ଦେବାକୁ ଆଇ.ସି.ପି କହିଛି ।
୧୩) ପୌର ପରିଷଦ ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କୁ ମାସିକ ୨୮,୦୦୦ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୧୪) ପୌର ପରିଷଦ ପୂର୍ବତନ ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କୁ ମାସିକ ୧୪,୦୦୦ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୧୫) ପରଲୋକଗତ ପୌର ପରିଷଦ ପୂର୍ବତନ ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କୁ ମାସିକ ୭,୦୦୦ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୧୬) ପୌରପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାସିକ ୩୦,୦୦୦ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୧୭) ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାସିକ ୧୫,୦୦୦ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୧୮) ପରଲୋକଗତ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ପରିବାରକୁ ମାସିକ ୭,୫୦୦ ଟଙ୍କା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୧୯) ବିଜ୍ଞାପିତ ଅଂଚଳ ପରିଷଦର କାଉନସିଲରଙ୍କୁ ମାସିକ ୨୨,୦୦୦ ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୨୦) ବିଜ୍ଞାପିତ ଅଂଚଳର ପୂର୍ବତନ କାଉନସିଲରଙ୍କୁ ମାସିକ ୧୧,୦୦୦ ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୨୧) ବିଂଗ୍ୟାପିତ ଅଂଚଳର ପରଲୋକଗତ ପୂର୍ବତନ କାଉନସିଲରଙ୍କ ପରିବାରକୁ ମାସିକ ୫,୫୦୦ ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୨୨) ବିଂଗ୍ୟାପିତ ଅଂଚଳର ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କୁ ମାସିକ ୨୬,୦୦୦ ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୨୩) ବିଂଗ୍ୟାପିତ ଅଂଚଳର ପୂର୍ବତନ ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କୁ ମାସିକ ୧୩,୦୦୦ ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୨୪) ବିଂଗ୍ୟାପିତ ଅଂଚଳର ପରଲୋକଗତ ପୂର୍ବତନ ଉପାଧ୍ୟକ୍ଷ, ଉପାଧ୍ୟକ୍ଷାଙ୍କୁ ମାସିକ ୬,୫୦୦ ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୨୫) ବିଂଗ୍ୟାପିତ ଅଂଚଳର ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାସିକ ୩୦,୦୦୦ ଦରମା ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୨୬) ବିଂଗ୍ୟାପିତ ଅଂଚଳର ପୂର୍ବତନ ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାସିକ ୧୫,୦୦୦ ପେନ୍‌ସନ ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।
୨୭) ବିଂଗ୍ୟାପିତ ଅଂଚଳର ପରଲୋକଗତ ପୂର୍ବତନ ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମାସିକ ୭,୫୦୦ ଫାମିଲ ପେନ୍‌ସନ ଦେବାକୁ ପାର୍ଟି ପକ୍ଷରୁ କୁହାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close