ଜୟଦୁର୍ଗା ଫାଉଣ୍ଡେସନ (ଟ୍ରଷ୍ଟ) ଓ ହଳଦିଗଡିଆ ଗ୍ରାମ ପଞ୍ଚାୟତର ମିଳିତ ଉଦ୍ୟମରେ କମ୍ବଳ ବଣ୍ଟନ

ଯାଜପୁର; ୧୮/୧୨ (ନି ପ୍ର ) : ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ବ୍ଲକସ୍ଥିତ ହଳଦିଗଡିଆ ଗ୍ରାମପଞ୍ଚାୟତର ମହାବୀର ମନ୍ଦିର ପରିସରରେ ଏକ ଗରିବ ଓ ଦରିଦ୍ର ମାନବ ମାନଙ୍କୁ କମ୍ବଳ ବଣ୍ଟନ ଜୟଦୁର୍ଗା ଫାଉଣ୍ଡେସନ ଓ ହଳଦିଗଡିଆ ଗ୍ରାମପଞ୍ଚାୟତର ମିଳିତ ଉଦ୍ୟମରେ ପଞ୍ଚାୟତର ସରପଞ୍ଚ ଅନିଲ କୁମାର ମହାପାତ୍ରଙ୍କର ମିଳିତ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବଣ୍ଟନ କରାଯାଇଥିଲା ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେସ୍ଵରୀ ସାଗରିକା ଜେନା ଉତ୍କଳ ମହିଳାସମିତିର ସାଧାରଣ ସଂପାଦିକା ସଂଧ୍ୟାରାଣୀ ମହାପାତ୍ର କୋରେଇ ବ୍ଲକର ପୁର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ବରାଳ କନ୍ତୋର ଗ୍ରାମପଞ୍ଚାୟତର ସମିତି ସଭ୍ଯ। ପ୍ରିୟଙ୍କା ବରାଳ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ପକ୍ଷରୁ ପ୍ରଦତ୍ତ ୧୫ ଶହ କମ୍ଵଳକୁ ବଣ୍ଟନ କରିଥିଲେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ମୁରବୀ ଭାନୁଦେବ ମିଶ୍ର ,କାହ୍ନୁ ଚରଣ ନାଥ, ସରୋଜ କୁମାର ରାଉତ ,ବାବାଜୀ ଚରଣ ସାହୁ କେଦାର ଚନ୍ଦ୍ର ନାଥ, ରାମଚନ୍ଦ୍ର ନାଥ, ସୁନିଲ କୁମାର ମହାନ୍ତି ,ରମେଶ ଚନ୍ଦ୍ର ନାଥ ,ଆର୍ତ୍ତବଂଧୁ ବେହେରା, ନାଏବ ସରପଞ୍ଚ ଝୁନୁରାଣୀ ବେହେରା, ବିଚିତ୍ରାନନ୍ଦ ମହାନ୍ତି ,ସନ୍ତୋଷ କୁମାର ସ୍ଵାଇଁ ,ସନାତନ ବାରିକ ଓ ମଦନ ମୋହନ ମହାପାତ୍ରଙ୍କ ସହ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ଯା ମାନେ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close