କଳିଙ୍ଗନଗର ରୋଟାରୀ କ୍ଲବର 8ତମ ଅଧିଷ୍ଠାନ ଉତ୍ସବ

ବ୍ୟାସନଗର: ଶୁକ୍ରବାର ବ୍ୟାସନଗର ସ୍ଥିତ କଳିଙ୍ଗନଗର ରୋଟାରୀ କ୍ଲବର 8ତମ ଅଧିଷ୍ଠାନ ଉତ୍ସବ ହୋଟେଲ ନଟରାଜ ରୟାଲରେ ସଭାପତି ରୋଟାରୀୟାନ ମହେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥିଭାବେ ପ୍ରଦୀପ କୁମାର ବିଶ୍ୱାଳ ରିଟିଆଡ଼(I AS), 2021-22ର ସଭାପତି ରୋଟାରୀୟାନ ପରମେଶ୍ୱର ଦାଶ, ସମ୍ପାଦକ ରୋଟାରୀୟାନ କମଳ ଲୋଚନ ସାହୂ, ସମ୍ପାଦକ ରୋଟାରୀୟାନ ଦୀନେଶ କୁମାର ସାହୁ ମଞ୍ଚାସିନ ଥିଲେ. ପୂର୍ବତନ ସଭାପତି ମହେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେବାପରେ ବିଦାୟୀ ସମ୍ପାଦକ ଦୀନେଶ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ, ଏହାପରେ ରୋଟାରୀ ନିୟମ ଅନୁଯାୟୀ ବିଦାୟୀ ସଭାପତି ସମ୍ପାଦକ ନୂତନ ସଭାପତି ଓ ସମ୍ପାଦକଙ୍କୁ ମୁଖ୍ୟଅତିଥି ଙ୍କ ଉପସ୍ଥିତରେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା. ପରେ ଶ୍ରୀ ବିଶ୍ୱାଳ ନବନିଯୁକ୍ତ ସଭାପତି ଓ ସମ୍ପାଦକ ଙ୍କୁ ଶପଥ କରାଇଥିଲେ.ନୂତନ ସଭ୍ୟ ଭାବେ ଜୟନ୍ତ କୁମାର ଦାଶ,ଓ  ଯୁଧିଷ୍ଠିର ତରାଇ କ୍ଲବ ଯୋଗଦେଇଥିଲେ.କାର୍ଯ୍ୟକାରୀ  ସମ୍ପାଦକ ସୂଦୀପ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ସତ୍ୟଜିତ ରାଉତରାୟ, କୋଷାଧକ୍ଷ ଶିବାନନ୍ଦ ନାୟକ, ଓ କାର୍ଯ୍ୟକ୍ରମଙ୍କୁ ପରିଚାଳନା କରିଥିଲେ ଡ଼ ଦେବସ୍ମିତା ସାହୁ, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରୋଟାରୀୟାନ ଲୋକନାଥ ରାଉତ, ସୁଶାନ୍ତ ବରାଳ, ସୁଶାନ୍ତ ଶେଖର ଜେନା, ସୂର୍ଯ୍ୟକାନ୍ତ ବିଶ୍ୱାଳ, ରାମଚନ୍ଦ୍ର ସେନାପତି, ଡେଭିକଲ୍ୟାଣ ଦାଶ, ମନୋଜ ବାରିକ, ଗୋପୀନାଥ ସାହୁ, କୈଳାଶ ସାହୁ, ନିହାର ରଞ୍ଜନ ନନ୍ଦ. ଶେଷରେ ଉପସଭାପତି ଅଛୁତାନନ୍ଦ ମହାନ୍ତି ଧନ୍ୟବାଦ ଦେଇଥିଲେ.

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close