ଅସାମାଜିକଙ୍କୁ ସାବାଡ଼ କରିଛନ୍ତି ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ

ଗଞ୍ଜାମ ; ୩୦/୦୭ (ବ୍ୟୁରୋ): ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ବଡ଼ ପଦକ୍ଷେପ। ଗଞ୍ଜାମ ଥାନା ଅଞ୍ଚଳରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅସାମାଜିକଙ୍କୁ ସାବାଡ଼ କରିଛନ୍ତି ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ। ଏନେଇ ଦାମୋଦରପୁର ସ୍ଥିତ ଗଞ୍ଜାମ ମହାବିଦ୍ୟାଳୟ ଖେଳ ପଡିଆ ଓ କଲେଜ ରୋଡ୍‌ରେ ଅସାମାଜିକଙ୍କ ଭିଡ଼ ଜମୁଥିବା ଖବର ପାଇ ଆଇଆଇସି ସାହୁ ଅଚାନକ ରାତି ଅଧିଆ ଚଢ଼ାଉ କରି ୪ଟି ବାଇକ୍‌ ଓ କିଛି ବ୍ୟକ୍ତିଙ୍କୁ ଥାନାକୁ ଉଠାଇ ଆଣି ସେମାନଙ୍କଠାରୁ ଜରିମାନା ଆଦାୟ କରି ତାଗିଦ୍‌ କରି ଛାଡ଼ିଛନ୍ତି। ଅସାମାଜିକଙ୍କୁ ସାବାଡ଼ କରାଯିବା ପ୍ରକ୍ରିୟା ଜାରି ରହିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close